ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ବେନ୍ତାଳ ପଂଚାୟତ ସ୍ଥିତ ଏକ ସ’ ମିଲ ରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ମିଲ ରେ ଥିବା ବହୁ ନାମୀ ଦାମୀ ବେଆଇନ କାଠ କୁ ଜବତ କରିଛି ବନ ବିଭାଗ । ଏହି ମିଲରେ ଦୀର୍ଘ ଦିନ ଧରି ବେଆଇନ ଭାବେ ନାମୀ ଦାମୀ କାଠ ବିକ୍ରି କରା ଯାଉଥିବାର ଅଭିଯୋଗ ଆସିଥିବା ବେଳେ ଆଜି ହଟାଠ ଭଦ୍ରକ ବନ ବିଭାଗ ଏହି ଚଢ଼ାଉ କରି ଲକ୍ଷାଧିକ ମୂଲ୍ୟର କାଠ ଯନ୍ତ୍ରାସ ଜବତ କରିଥିବାର ଜଣାପଡିଛି।