Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାର କାର୍ଯ୍ୟରତ ଅମଲା ସଂଘର ଆନ୍ଦୋଳନକୁ ସଫଳ କରିବାକୁ ଭଦ୍ରକ ଜିଲ୍ଲାର ସିଆଇଟିୟୁ ତରଫରୁ...

ଭଦ୍ରକ ଜିଲ୍ଲାର କାର୍ଯ୍ୟରତ ଅମଲା ସଂଘର ଆନ୍ଦୋଳନକୁ ସଫଳ କରିବାକୁ ଭଦ୍ରକ ଜିଲ୍ଲାର ସିଆଇଟିୟୁ ତରଫରୁ ସମର୍ଥନ

18

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ କାର୍ଯ୍ୟ ରତ ଅମଲା ସଂଘର ଆନ୍ଦୋଳନ ଗତ ୧୧.୮.୨୫ତାରିଖରୁ ଆରମ୍ଭ ହୋଇ ଆଜିଯାଏଁ ଚାଲିଛି। ସେହି ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ଶ୍ରମିକ ନେତା ଦିବ୍ୟ ସିଂହ ନାୟକ, ତାଙ୍କ ବକ୍ତବ୍ୟରେ ଦୀର୍ଘ ଦିନ ଧରି ସମସ୍ତ ଜିଲ୍ଲାପାଳ ମାନେ ଜେହୁଁ ପ୍ରସ୍ତାବ ସରକାରଙ୍କୁ ଦେଇଛନ୍ତି ଶ୍ରମିକ, କର୍ମଚାରୀ ମାନଙ୍କଦାବି ମନିନେବା ପାଇଁ ଦାବିକରି ଛନ୍ତି। ଡବଲ ଇଞ୍ଜିନ ସରକାର୍ ଶ୍ରମିକ କର୍ମଚାରୀ ମାନେ ନ୍ୟାଚିତ ବେତନ, ପୁରୁଣା ପେନସନ ବ୍ୟବସ୍ଥା ଲଗୁକରିବା, ଶ୍ରମିକ କର୍ମଚାରୀ ମାନଙ୍କବିରୋଧୀ ଚାରୋଟି ଶ୍ରମ୍ କୋଡ ଆଣିଛନ୍ତି ତାର ପ୍ରତ୍ୟାହାର କରି ବା, ସହ ଖାଲି ପଡ଼ିଥିବା ପଦବୀ ପୂରଣ ହେବା ନିହାତି ଜରୁରୀ। ଏଥିସହ ମହାମାନ୍ୟ ସୁପ୍ରିକୋର୍ଟଙ୍କ ନିଷ୍ପତି ଅନୁସାରେ ସମାନ କାମକୁ ସମାନ ବେତନ ଦେବା ପାଇଁ ଦବିକରିଛନ୍ତି। ସାରା ରାଜ୍ୟର ଲକ୍ଷାଧିକ କର୍ମ ଚାରି ଦିର୍ଘ ୬ଦିନ ଧରି କାର୍ଯ୍ୟ ବନ୍ଧ ଆନ୍ଦୋଳନକୁ ଚଳାଇ ଆସୁଥିବା ରୁ ରାଜ୍ୟ ବାସି ମାନଙ୍କର ବହୁ କ୍ଷତି ହେଉଥିବାରୁ ସରକାର୍ ଅମଲା ସଂଘର ନ୍ୟାୟ ଚିତ୍ ଦାବୀ ପୂରଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସି ଟୁ ନେତା ଦିବ୍ୟ ସିଂହ ନାୟକ ଓ ଭଦ୍ରକ ଓକିଲ ସଙ୍ଘ ର ସଭାପତି ସନ୍ତୋଷ ଆଚାର୍ଯ୍ୟ ଓ ସମ୍ପାଦକ ସୂର୍ଯ୍ୟକାନ୍ତ କୁଅଁର ଦାବିକରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.