Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ପାସ ହାର ୯୮ ପ୍ରତିଶତ

ଭଦ୍ରକ ଜିଲାରେ ପାସ ହାର ୯୮ ପ୍ରତିଶତ

52

ଭଦ୍ରକ, ୨୫।୬(ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) : ଭଦ୍ରକ ଜିଲାରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଉତ୍ତୀର୍ଣ୍ଣ ହାର ୯୮ ପ୍ରତିଶତ ରହିଛି। ଜିଲାରେ ୩୧୬ ଟି ବିଦ୍ୟାଳୟର ମୋଟ ୨୩୨୨୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫୮ ଜଣ ଅନୁପସ୍ଥିତ ଥିବା ଦର୍ଶାଯାଇଛି। ତେବେ ଜିଲାର ୯୯ ଜଣ ଏ-୧ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୦୧୫ ଜଣ ଏ-୨ରେ, ୨୩୭୫ ଜଣ ବି-୧ରେ, ୪୨୩୯ଜଣ ବି-୨ରେ୫୬୧୬ ଜଣ ସି’ ଗ୍ରେଡରେ, ୫୨୨୬ଜଣ ଡି ଗ୍ରେଡରେ, ୪୧୮୫ଜଣ ଇ’ ଗ୍ରେଡ ପାଇଛନ୍ତି। ୩୦୭ ଜଣ ଅକୃତକାର୍ଯ୍ୟ ହୋଇଥିବା ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.