Home ଜିଲ୍ଲା ପରିକ୍ରମା ଭଦ୍ରକ କଲେଜରେ ରକ୍ତଦାନ ଶିବିର

ଭଦ୍ରକ କଲେଜରେ ରକ୍ତଦାନ ଶିବିର

16

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସତ ମହାବିଦ୍ୟାଳୟରେ ଜାତୀୟ ସେବାଯୋଜନା ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୫ ୟୁନିଟ୍ ରକ୍ତ ଭଦ୍ରକ ରକ୍ତ ସଂଗ୍ରହାଳୟ ସଂଗ୍ରହ କରିଛି ।ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଦୂର୍ଗାଶଙ୍କର ଦାସ ଶୁଭ ଉଦ୍ଘାଟନ କରିଥିଲେ ।ମହାବିଦ୍ୟାଳୟର ଜାତୀୟ ସେବଯୋଜନା ଅଧିକାରୀ ଡଃ. ସୁଦର୍ଶନ ଦାସ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଗିରିଶ୍ ଚନ୍ଦ୍ର ପ୍ରଧାନ ଏବଂ ବହୁସଂଖ୍ୟକ ସ୍ୱେଚ୍ଛାସେବୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟମଣ୍ଡିତ ହୋଇପାରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.