Home ଜିଲ୍ଲା ପରିକ୍ରମା ଭଦ୍ରକ ଇସଲାମିକ ଗାର୍ଲସ କଲେଜ ରେ ୭୭ତମ ସାଧାରଣତନ୍ତ୍ର ଦିବସ

ଭଦ୍ରକ ଇସଲାମିକ ଗାର୍ଲସ କଲେଜ ରେ ୭୭ତମ ସାଧାରଣତନ୍ତ୍ର ଦିବସ

6

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚନ୍ଦନ ବଜ଼ାର ସ୍ଥିତ କୁଲ୍ଲୀୟାତୁଲ ବନାତିର ରିଜ଼ଭିଆ ଇସଲାମିକ ଗାର୍ଲସ କଲେଜ ପକ୍ଷରୁ କଲେଜର ପ୍ରତିଷ୍ଠାତା ମୁଫତି ମହମ୍ମଦ ଅବରାର ରିଜଭି ଜାତୀୟ ପତାକା ଉତୋଳନ କରିଥିଲେ । ସଭାପତି ଓସୀମ ଆକ୍ରମ, ସମ୍ପାଦକ ଅବଦୁଲ ଦୟାନ, ଶିକ୍ଷୟିତ୍ରୀ ତମନ୍ନା ଫାତେମା କାଦରିଆ, ଶିକ୍ଷୟିତ୍ରୀ ଆଫରିନ ଫାତେମା ରିଜ଼ଭି , ଶାମ୍ମା ରିଜ଼ଭିଆ ଓ ମଦରସା ର ସମସ୍ତ ଛାତ୍ରୀ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.