Home ଜିଲ୍ଲା ପରିକ୍ରମା ଭଦ୍ରକ : ଅଣ୍ଡରାଇରୁ ୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

ଭଦ୍ରକ : ଅଣ୍ଡରାଇରୁ ୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

31

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଆଜି ସାବରଙ୍ଗ ଥାନା ଅଧୀନସ୍ଥ ଅଣ୍ଡରାଇ ଛକରୁ ୫୦ ଲିଟର ଦେଶୀ ମଦ ଓ ଏକ ହିରୋ ସୁପର ସ୍ପେ୍ଲଣ୍ଡର ଜବତ କରି ଏରଡା ଗ୍ରାମନିବାସୀ ନିତ୍ୟାନନ୍ଦ ଜେନାଙ୍କ ପୁତ୍ର କମ୍ବୁନାଥ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.