Home ଓଡ଼ିଶା ଭଦ୍ରକ:ଚୋର ସହ ଚୋରି ଗହଣା ଉଦ୍ଧାର

ଭଦ୍ରକ:ଚୋର ସହ ଚୋରି ଗହଣା ଉଦ୍ଧାର

53

ଭଦ୍ରକ,୨୮/୮(ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ)ଏହି ଜିଲ୍ଲାର ସାବରଙ୍ଗ ଥାନା ଅଧିନସ୍ତ ସେରପୁର ଗ୍ରାମ ନିବାସୀ ସୀତା ନାୟକଙ୍କ ଘରୁ ଚୋରି ହୋଇଥିଲା।ଦୁର୍ବୃତ୍ତ ତାଙ୍କର ସୁନା ଓ ରୁପା ଗହଣା ଚୋରି କରି ନେଇଥିଲା। ଏ ସମ୍ପର୍କରେ ସୀତାଙ୍କ ପକ୍ଷରୁ ସ୍ତାନୀୟ ଥାନାରେ କେସ ନଂ ୧୮୮/୨୧,ଦଫା୪୫୭/୩୮୦ ମୂଳେ ଏକ ମାମଲା ରୁଜୁ ହୋଇଥିଲା।ପୋଲିସ ଘଟଣାର ତଦନ୍ତ କରି ସ୍ତାନୀୟ ଅଂଚଳର ନିଧିରାମ ଖାମୁରାଇ ଓରଫ ଅଭୟକୁ ଗିରଫ କରି ତା’ନିକଟରୁ ଏକ ସୁନାହାର,ଲକେଟ, ଏକ ହଳ କାନ ଫୁଲ ଓ ରୁପା ପାଉଁଜି ଉଦ୍ଧାର କରି ଆଜି କୋର୍ଟ ଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.