Home ଜିଲ୍ଲା ପରିକ୍ରମା ଭଣ୍ଡାରୀପୋଖରୀ ବଜାର କମିଟି ପକ୍ଷର ପ୍ରଭୁ ଶ୍ରୀରାମଙ୍କ ମେଢ

ଭଣ୍ଡାରୀପୋଖରୀ ବଜାର କମିଟି ପକ୍ଷର ପ୍ରଭୁ ଶ୍ରୀରାମଙ୍କ ମେଢ

12

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ତା: ୦୬/୦୪/୨୫ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଅବସରରେ ଭଣ୍ଡାରୀପୋଖରୀ ବଜାର କମିଟି ପକ୍ଷରୁ ଅନୁଷ୍ଠିତ ପ୍ରଭୁ ଶ୍ରୀରାମ ଙ୍କ ମେଢ଼ରେ ଇଂ ପ୍ରୟାସ କାନ୍ତି ସାମଲ(ଲୁଲୁ ଭାଇ) ଯୋଗଦେଇ ପୂଜା ଅର୍ଚ୍ଚନା କରିବା ସହ ସମସ୍ତ ଶ୍ରୀରାମ ଭକ୍ତ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସେଠାରେ ଉପସ୍ଥିତ ଥିଲେ ବିଜୁ ଯୁବ ଜନତା ଦଳର ଭଣ୍ଡାରୀପୋଖରୀ ବ୍ଲକ ପୂର୍ବତନ ସଭାପତି ଶ୍ରୀ ଲଳିତ କୁମାର ରାଉତ, ଭଣ୍ଡାରୀପୋଖରୀ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ସତ୍ୟବ୍ରତ ଦାସ, ଭଣ୍ଡାରୀପୋଖରୀ ବିଶ୍ୱହିନ୍ଦୁ ପରିଷଦର ସଭାପତି ଶ୍ରୀ ରଥ କୁମାର ସାମଲ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଓ ଶ୍ରଦ୍ଧାଳୁ ବୃନ୍ଦ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.