Home Top News ବଢ଼ିଲା ସୁନା ଦର

ବଢ଼ିଲା ସୁନା ଦର

61

ଭୁବନେଶ୍ୱର ୨୧ -୧୦ (ଓଡ଼ିଆ ପୁଅ) ବଢ଼ିଲା ସୁନା ଦର। ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନାଦର ୧୦ ଗ୍ରାମ ପ୍ରତି ୪୪,୧୮୦ ଟଙ୍କାରୁ ରୁ ବୃଦ୍ଧି ପାଇ ୪୪,୨୫୦ ଟଙ୍କାରେ ପହଁଚି ପାରିଛି। ତେବେ ଏହାର ମୂଲ୍ୟରେ ବୃଦ୍ଧି ହୋଇଛି ୭୦ ଟଙ୍କା

ସେହିପରି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ୪୮,୭୧୦ ଟଙ୍କାରୁ ୯୦ ଟଙ୍କା ପ୍ରତି ଦଶ ଗ୍ରାମ ବୃଦ୍ଧି ପାଇଁ ୪୮,୮୦୦ ଟଙ୍କାରେ ପହଁଚିଛି।

ଗତ ଦିନଗୁଡ଼ିକରେ ଭୁବନେଶ୍ୱରରେ ସୁନା ଦର

ତାରିଖ ୨୨ କ୍ୟାରେଟ ପରିବର୍ତ୍ତିତ ଦର ୨୪ କ୍ୟାରେଟ୍ ପରିବର୍ତ୍ତିତ ଦର
ଅକ୍ଟୋବର ୨୧ ୪୪,୨୫୦ ୭୦ ୪୮,୮୦୦ ୯୦
ଅକ୍ଟୋବର ୨୦ ୪୪,୧୮୦ ୪୮,୭୧୦
 ଅକ୍ଟୋବର ୧୯ ୪୪,୧୮୦ ୪୮,୭୧୦
 ଅକ୍ଟୋବର ୧୮ ୪୪,୧୮୦ ( ୧୦ ) ୪୮,୭୧୦ ( ୧୦ )
 ଅକ୍ଟୋବର ୧୭ ୪୪,୧୯୦ ( ୧୦ ) ୪୮,୭୨୦ ( ୧୦ )
 ଅକ୍ଟୋବର ୧୬ ୪୪,୨୦୦ ( ୫୧୦ ) ୪୮,୭୩୦ ( ୪୦୦ )
 ଅକ୍ଟୋବର ୧୫ ୪୪,୭୧୦ ୧୦ ୪୯,୧୩୦ ୧୦
 ଅକ୍ଟୋବର ୧୪ ୪୪,୭୦୦ ୫୫୦ ୪୯,୧୨୦ ( ୫୩୦ )
 ଅକ୍ଟୋବର ୧୩ ୪୪,୧୫୦ ୨୪୦ ୪୯,୬୫୦ ୯୫୦
 ଅକ୍ଟୋବର ୧୨ ୪୩,୯୧୦ ୪୮,୭୦୦

ବିଭିନ୍ନ ସହରର ସୁନା ଦର

ସହର ୨୨ କ୍ୟାରେଟ ୨୪ କ୍ୟାରେଟ
ଚେନ୍ନାଇ ୪୪,୮୪୦ ୪୮,୯୨୦
ମୁମ୍ବାଇ ୪୬,୪୭୦ ୪୭,୪୭୦
ଦିଲ୍ଲୀ ୪୬,୭୦୦ ୫୦,୯୫୦
କୋଲକାତା ୪୬,୯୦୦ ୪୯,୬୦୦
ବାଙ୍ଗାଲୋର ୪୪,୫୫୦ ୪୮,୬୦୦
ହାଇଦ୍ରାବାଦ ୪୪,୫୫୦ ୪୮,୬୦୦
କେରଳ ୪୪,୫୫୦ ୪୮,୬୦୦
ପୁଣେ ୪୫,୬୪୦ ୪୮,୮୮୦
ବରୋଦରା ୪୬,୨୭୦ ୪୮,୭୭୦
ଅହମ୍ମଦାବାଦ ୪୫,୪୮୦ ୪୮,୫୯୦
ଜୟପୁର ୪୬,୪୫୦ ୪୮,୬୫୦
ଲକ୍ଷ୍ନୌ ୪୫,୪୦୦ ୪୮,୩୦୦
କୋଏମ୍ବାଟୁର ୪୪,୮୪୦ ୪୮,୯୨୦
ମଦୁରାଇ ୪୪,୮୪୦ ୪୮,୯୨୦
ବିଜୟୱାଡା ୪୪,୫୫୦ ୪୮,୬୦୦
ପାଟନା ୪୫,୬୪୦ ୪୮,୮୮୦
ନାଗପୁର ୪୬,୪୭୦ ୪୭,୪୭୦
ଚଣ୍ଡିଗଡ଼ ୪୫,୪୦୦ ୪୮,୩୦୦
ସୁରଟ ୪୫,୪୮୦ ୪୮,୫୯୦
ଭୁବନେଶ୍ୱର ୪୪,୨୫୦ ୪୮,୮୦୦
ମାଙ୍ଗାଲୋର ୪୪,୫୫୦ ୪୮,୬୦୦
ବିଶାଖାପାଟନମ୍ ୪୪,୫୫୦ ୪୮,୬୦୦
ନାଶିକ୍ ୪୫,୬୪୦ ୪୮,୮୮୦
ମଇସୁର ୪୪,୫୫୦ ୪୮,୬୦୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.