Home Coronavirus Outbreak ବଡ଼ ଖବର: ଭଲ ଖବର – ଏବେ ୨-୧୮ ବର୍ଷ ଶିଶୁଙ୍କୁ କୋଭାକ୍ସିନ୍ ଟିକାକରଣ କରିବା...

ବଡ଼ ଖବର: ଭଲ ଖବର – ଏବେ ୨-୧୮ ବର୍ଷ ଶିଶୁଙ୍କୁ କୋଭାକ୍ସିନ୍ ଟିକାକରଣ କରିବା ପାଇଁ ମିଳିଲା ଅମୁମତି

51

ନୂଆ ଦିଲ୍ଲୀ ୧୨ -୧୦ (ଓଡ଼ିଆ ପୁଅ) କୋଭାକ୍ସିନ୍ କରୋନା ଟିକା ଉପରେ ବଡ ଖବର ଆସିଛି। ବର୍ତ୍ତମାନ ୨ ବର୍ଷରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭିଡ୍ ବିରୁଦ୍ଧରେ କୋଭାକ୍ସିନ୍ଟୀ କାକରଣ କରାଯାଇପାରିବ। ଏହାକୁ ଅନୁମୋଦନ କରାଯାଇଛି।

ସୂଚନାଯୋଗ୍ୟଯେ, ଯେ ଭାରତ ବାୟୋଟେକ୍ ଏବଂ ଆଇସିଏମ୍ଆର୍ ଏକତ୍ର ମିଶି କୋଭାକ୍ସିନ୍ ତିଆରି କରିଛନ୍ତି। ତାହା ହେଉଛି ଭାରତୀୟ କରୋନା ଟିକା।

କରୋନା ଜୀବାଣୁ ବିରୁଦ୍ଧରେ କ୍ଲିନିକାଲ୍ ପରୀକ୍ଷଣରେ କୋଭାକ୍ସିନ୍ ପ୍ରାୟ ୭୮ ପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି।

ଏହା ଜଣା ପଡ଼ିଛି ଯେ, ଖୁବ ଶୀଘ୍ର କେନ୍ଦ୍ର ସରକାର ଏହି ବିଷୟରେ ନିର୍ଦ୍ଦେଶନାମା ଜାରି କରିବେ। ଏହା କୁହାଯାଇଛି ଯେ ପିଲାମାନେ ବୟସ୍କଙ୍କ ପରି କୋଭାକ୍ସିନର ଦୁଇଟି ଟିକା ମଧ୍ୟ ଦିଆଯିବ। ଏ ପର୍ଯ୍ୟନ୍ତ ଟିକା ପରୀକ୍ଷଣରେ କୌଣସି ଅସୁବିଧା ହୋଇନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.