Home ଆନ୍ତର୍ଜାତୀୟ ବୃକ୍ଷାସନରେ ମହମ ରାମଦେବ!

ବୃକ୍ଷାସନରେ ମହମ ରାମଦେବ!

116

ମ୍ୟାଡମ ତୁଷାଦ ମିଉଜିୟମରେ ସ୍ଥାନ ପାଇବେ ବାବା ରାମଦେବ
ଲଣ୍ଡନ:ମ୍ୟାଡମ ତୁଷାଦ ମିଉଜିୟମରେ ଦେଖାଦେବେ ଯୋଗ ଗୁରୁ ବାବା ରାମଦେବ।ଖୁବ୍ ଶୀଘ୍ର ରାମଦେବଙ୍କ ମହମ ପ୍ରତିମୂର୍ତ୍ତି ସ୍ଥାନ ପାଇବ ମିଉଜିୟମରେ।ଏଥିପାଇଁ ବାବା ଲଣ୍ଡନ ସ୍ଥିତ ମ୍ୟାଡମ ତୁଷାଦ ମିଉଜିୟମ ଯାଇ ନିଜର ମାପ ଦେଇଛନ୍ତି।୨୦ ଜଣିଆ ଟିମ ବାବାଙ୍କ ମାପ ନେଇଛନ୍ତି।ଜଣାପଡିଛି ବାବା ଏଠି ବୃକ୍ଷାସନ ମୁଦ୍ରାରେ ଦେଖାଦେବେ।ପୂର୍ବରୁ ଭାରତୀୟଙ୍କ ମଧ୍ୟରେ ସ୍ୱାମୀ ବିବେକାନନ୍ଦ,ମହାତ୍ମା ଗାନ୍ଧୀ,ନରେନ୍ଦ୍ର ମୋଦୀ,ଅମିତାଭ ବଚନ,ଐଶ୍ୱର୍ଯ୍ୟା ରାୟ,ସଚିନ ତେନ୍ଦୁଲକର ଏବଂ ଆଉ କିଛି ଜଣ ମ୍ୟାଡମ ତୁଷାଦ ମିଉଜିୟମରେ ମହମ ପ୍ରତିମୂର୍ତ୍ତିରେ ସ୍ଥାନ ପାଇସାରିଛନ୍ତି।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.