Home ଜିଲ୍ଲା ପରିକ୍ରମା ବିଶାଣୀ ଖରିଦା ଗ୍ରାମରେ ବୋମା ମାଡ,ଯୁବକ ଅଟକ଼

ବିଶାଣୀ ଖରିଦା ଗ୍ରାମରେ ବୋମା ମାଡ,ଯୁବକ ଅଟକ଼

58

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) -ଆଜି ରାତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ବିଶାଣୀ ଖରିଦା ଗ୍ରାମରେ ନିଜର ପତିଆରା଼ ପ୍ରଦର୍ଶନକୁ ନେଇ ଜଣେ ଯୁବକ ବୋମା ମାଡ଼ କରିଛି। ଏହି ଘଟଣାରେ ଗ୍ରାମାଞ୍ଚଳ ପୋଲିସ ସମ୍ପୃକ୍ତ ଯୁବକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।ଉକ୍ତ ଗ୍ରାମରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଲକ୍ଷ୍ୟରେ ଯୁବକ ଜଣକ ଏଭଳି କାଣ୍ଡ କରିଥିବା ବିଷୟ ପୋଲିସ କହିଛି। ଏବଂ ସେ ସୁତୁଲି ତିଆରି ବମ ପକାଇଥିବା ବିଷୟ ଗଣମାଧମକୁ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.