Home Top News ବିନୟ କୁମାର ସାକ୍ସେନା ଦିଲ୍ଲୀର ପରବର୍ତ୍ତୀ ଉପରାଜ୍ୟପାଳ

ବିନୟ କୁମାର ସାକ୍ସେନା ଦିଲ୍ଲୀର ପରବର୍ତ୍ତୀ ଉପରାଜ୍ୟପାଳ

23

ନୂଆ ଦିଲ୍ଲୀ ୨୩-୫ (ଓଡ଼ିଆ ପୁଅ) ବିନୟ କୁମାର ସାକ୍ସେନା ଦିଲ୍ଲୀର ପରବର୍ତ୍ତୀ ଉପରାଜ୍ୟପାଳ ହେବେ। କାର୍ଯ୍ୟାଳୟର ଦାୟିତ୍ତ୍ୱ ଗ୍ରହଣ କରିବା ଦିନଠାରୁ ଏହା କାର୍ଯ୍ୟକାରୀ ହେବ। ସୂଚନାଯୋଗ୍ୟଯେ, ଦିଲ୍ଲୀର ପୂର୍ବତନ ଉପରାଜ୍ୟପାଳ ଅନିଲ୍ ବୈଜଲ ନିକଟରେ ଇସ୍ତଫା ପତ୍ର ପ୍ରଦାନ କରିଥିଲେ।

ଏ ନେଇ ରାଷ୍ଟ୍ରପତିଙ୍କ ଭବନ ତରଫରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.