Home ଜିଲ୍ଲା ପରିକ୍ରମା ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚାର କ୍ୟାଣ୍ଡେଲ ଶୋଭାଯାତ୍ରା

ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚାର କ୍ୟାଣ୍ଡେଲ ଶୋଭାଯାତ୍ରା

76

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି, ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ ସମସ୍ୟା ପ୍ରତିବାଦରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ଆହ୍ୱାନ କ୍ରମେ ବିଜେପି ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠାଙ୍କ ନେତୃତ୍ୱରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଭଣ୍ଡାରିପୋଖରୀ ବିଧାନସଭା ନେତା ବଦ୍ରିନାରାୟଣ ଧଳ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ ଏବଂ ଅଶୋକ ପରିଜା,ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ, ଭଣ୍ଡାରିପୋଖରୀ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ମଣ୍ଡଳ ସଭାପତି ପ୍ରଭାକର ସାମଲ ଦଇପୁର ସରପଞ୍ଚ ରାଜୀବ ନାୟକ, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ମହମ୍ମଦ ସବର ଅଲ୍ଲୀ, ଆଇଟି ସେଲ ଜିଲ୍ଲା ସଂଯୋଜକ ଶଶାଙ୍କ ଶେଖର ମିଶ୍ର, ଯୁବନେତା ସ୍ୱୟଂଭୁ ପ୍ରସାଦ ଦାସ,ସରୋଜ କୁମାର ପରିଡା,ବୃଷଭାନୁ ସାହୁ,ଶଶାଙ୍କ ଶେଖର ଦାଶ, ସୁରଜ ସାହୁ,ପ୍ରତାପ ଦ୍ୱିବେଦୀ,ବିକାଶ ରାଉତରାୟ, ରଞ୍ଜିତ ସାହୁ,ରଜତ ଲେଙ୍କା,ରାକେଶ କୁମାର ସାହୁ, ଆଲୋକ ରଞ୍ଜନ ମହାନାୟକ,ଶିବ ଶଙ୍କର ଦାସ,ଭବାନୀ ଶଙ୍କର ଜେନା,ଅବଦୁଲ ଅହମ୍ମଦ ଖାନ,ବିକାଶ ପାଢ଼ୀ,ବିଜୟ ନାୟକ,ରବି ସିଂହ, ସଞ୍ଜୟ ରାଉତ,ମନୋଜ ରାଉତରାୟ,ଏଲକେ ବାରିକ,ଗଣେଶ ସାହୁ,ଉଷା ପାଢ଼ୀ,ସ୍ୱର୍ଣ୍ଣଲତା ମିଶ୍ର,ଲିପିକା ବାରିକ,ବିଷ୍ଣୁପ୍ରିୟା ଲେଙ୍କା,ନିବେଦିତା ନାୟକ,ଅନ୍ତର୍ଯ୍ୟାମୀ ସାହୁ,ନିହାର ରଞ୍ଜନ,ବିକ୍ରମ ପୋଇ,ଅଜିତ ବେହେରା,ମୁକ୍ତିକାନ୍ତ ନାୟକ ରଜନୀକାନ୍ତ ଦାସ ଏବଂ ଶତାଧିକ ଯୁବନେତୃତ୍ୱ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.