Home ଜିଲ୍ଲା ପରିକ୍ରମା ବିଦ୍ୟୁତ କରେଣ୍ଟ ଲାଗି ଚାଷୀ ମୃତ

ବିଦ୍ୟୁତ କରେଣ୍ଟ ଲାଗି ଚାଷୀ ମୃତ

100

ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଞ୍ଜୁରୀରୋଡ ଫାଣ୍ଡି ଅର୍ନ୍ତଗତ ଦେଓପଦା ଗ୍ରାମର ତୁଷାରକାନ୍ତ ବେହେରା(୪୩) ଆଜି ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିବା ଜଣାଯାଇଛି । ଅପରାହ୍ନ ପ୍ରାୟ ୪.୩୦ମିନିଟ୍ ସମୟରେ ତୁଷାର ଘରବାଡି ପରିବାଚାଷରେ ପାଣି ମଡାଇବାକୁ ମୋଟରରେ ବିଦ୍ୟୁତ୍ ସଂଯୋଗ କରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ସଂଜ୍ଞାହୀନ ତୁଷାରଙ୍କୁ ପରିବାର ଲୋକେ ଭଣ୍ଡାରିପୋଖରୀ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଥାନାରେ ଏ ସମ୍ପର୍କରେ ଅପମୃତ୍ୟୁ ମାମଲା ଋଜୁ ହୋଇଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ । ମୃତକଙ୍କର ପତ୍ନୀ ଓ ଚାରିଝିଅ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.