Home ଜିଲ୍ଲା ପରିକ୍ରମା ବିଦେଶୀ ମଦ ଜବତ

ବିଦେଶୀ ମଦ ଜବତ

24

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ରନ୍ଧା ମଦ ସହିତ ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ଧାମନଗର ଅବକାରୀ ନିରୀକ୍ଷକ ଅଭିଳାଷ ପାଲଙ୍କ ନେତୃତ୍ୱରେ ଆଜି ବାରିକପୁର ଠାରେ ଚଢ଼ାଉ କରା ଯାଇଥିଲା।ଚଢାଉ ବେଳେ ବ୍ୟାପକ ପରିମାଣର ବିଦେଶୀ ମଦ ଜବତ କରାଯାଇଛି। ଏହା ସହିତ ଚୋରା ମଦ କାରବାର କରୁଥିବା ଅଭିଯୋଗରେ ପବିତ୍ର ୍େୱହୁରିଆ ନାମକ ବ୍ୟକ୍ତିଙ୍କୁ ବିଭାଗ ଗିରଫ କରିଥିବା ଜଣାପଡ଼ିଛି। ଉକ୍ତ ଚଢ଼ାଉରେ ଦେବେନ୍ଦ୍ର କୁମାର ପାତ୍ର, ଶିବ ପ୍ରସାଦ ସାହୁ, ପ୍ରଶାନ୍ତ ସିଂ, ରମାକାନ୍ତ ବାରିକ, ସୂର୍ଯ୍ୟକାନ୍ତ କିସ୍କୁ ପ୍ରମୁଖ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.