Home ଜିଲ୍ଲା ପରିକ୍ରମା ବିଜେପି କାନ୍ତକବି ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ବିଜେପି କାନ୍ତକବି ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

9

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧିନ କାନ୍ତକବି ମଣ୍ଡଳ ପକ୍ଷରୁ ରବିବାର ସନ୍ଧ୍ୟାରେ ଅପରେସନ ସିନ୍ଦୂର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ଅଚକ ପେଟ୍ରୋଲ ପମ୍ପ ନିକଟରୁ ବାହାରି ଅଚକ ଓ ନନ୍ଦପୁର ଗ୍ରାମ ପରିକ୍ରମା କରିଥିଲା। ମଣ୍ଡଳ ସଭାପତି ସରୋଜ ନାୟକ, ଯୁବନେତା ସୂର୍ଯ୍ୟନାରାୟଣ ଭୋଇ, ତପନ ପାଢ଼ୀ, ଭରତ ସାହୁ, ଯଜ୍ଞଦତ ପତି, ସନ୍ତୋଷ ମିଶ୍ର, ନାରାୟଣ ସେଠୀ, ପ୍ରଭାତ ବେହେରା, ଏସ୍‌.କେ ୱାଲିଦ, ଜୁଲୁ ଶାହା, ରଂଜିତ ଭୋଇ, ଶଶିକାନ୍ତ ନାୟକ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇଥଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.