Home ଓଡ଼ିଶା ବିଜେପିର ସେବା ସପ୍ତାହ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଜେପିର ସେବା ସପ୍ତାହ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

108

ଭୁବନେଶ୍ଵର,୧୪/୦୯,(ଓଡ଼ିଆ ପୁଅ ପି ନାଏକ):ଆଜିଠାରୁ ବିଜେପିର ସେବା ସପ୍ତାହ ଆରମ୍ଭ ହେଉଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ରୂପେ ପାଳନ କରୁଛି ବିଜେପି । ଭୁବନେଶ୍ୱରଠାରେ ସେବା ସପ୍ତାହକୁ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ ଓ ବିରୋଧି ଦଳ ନେତା ପ୍ରଦିପ୍ତ ନାୟକ ମଧ୍ୟ ଉପସ୍ଥିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.