Home ଜିଲ୍ଲା ପରିକ୍ରମା ବିଜେପିର ମିଶ୍ରଣ ପର୍ବ

ବିଜେପିର ମିଶ୍ରଣ ପର୍ବ

33

ହାଟଡ଼ିହି-୧୧/୧୦ (ଓଡ଼ିଆପୁଅ / ବିକାଶ ବିଶ୍ୱାଳ)  ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହ ଆନନ୍ଦପୁର ବିଜେପି ନେତା ଆଲୋକ ସେଠି ଙ୍କ ଦୃଢ଼ ନେତୃତ୍ୱରେ ଆସ୍ଥା ରଖି ଆମ୍ବୋ ପଂଚାୟତ ବିଭିନ୍ନ ୱାର୍ଡ ରୁ ୪୫ଜଣ ଲୋକ ଅନ୍ୟ ଦଳରୁ ଆସି ବିଜେପି ରେ ସାମିଲ ହେଲେ। ଏହି ମିଶ୍ରଣ ରେ ବିଜେପି ର ବରିଷ୍ଠ ନେତା ତଥା ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ପଛୁଆ ବର୍ଗ ର ଜିଲ୍ଲା ଉପସଭାପତି ମଧୁସୂଦନ ରାଉତ, ବଂଚୋ ମଣ୍ଡଳ ସଭାପତି ଶଶିକାନ୍ତ ରାଉତ, ବେଣୁଧର ଜେନା ,ହେମନ୍ତ ପେରେଇ ପ୍ରମୁଖ ନବାଗତ ମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଲକୁ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ପର୍ବ ରେ ଭରତ ଶଙ୍ଖୁଆ ଓ ବନମାଳୀ ସାହୁ ଙ୍କ ନେତୃତ୍ୱରେ ନୃସିଂହ ଜେନା, ସାନ୍ତୁନୁ ବେଦାନ୍ତ,,ପଦ୍ମନାଭ ଜେନା,ବିଚିତ୍ର ବେଦାନ୍ତ, ମୁରଲୀ ପଳତା,ଗୋପୀନାଥ ବାରିକ,କ୍ଷେତ୍ରବାସୀ ଜେନା,ମହେନ୍ଦ୍ର ଜେନା,ଫକୀର ଜେନା,ଘନଶ୍ୟାମ ଜେନା,ବନମାଳୀ ଜେନା,ଯସବନ୍ତ ଜେନା,ନାରାୟଣ ବନ୍ଧ,ସନାତନ ଜେନା,ନିରାକାର ଜେନା,ଗୋଲକଃ ବାରିକ,ମନ୍ମଥ ବେଦାନ୍ତ,ରମେଶ ସାହୁ , ଅର୍ତ୍ତତ୍ରାଣ ଜେନା,ଉମାକାନ୍ତ ଶଙ୍ଖୁଆ,,ମୁକ୍ତିକାନ୍ତ ଜେନା, ମାନଗୋବିନ୍ଦ ଜେନା,ଜଳଧର ଜେନା,ଏକାଦଶୀ ଜେନା,ଅଭିମନ୍ୟୁ ଜେନା,ଦିବାକର ଜେନା,,ବିଦ୍ୟଧର ଜେନା,,ରଂଗାଁଧର ଜେନା,କାର୍ତିକ ଜେନା,ବିଶ୍ୱନାଥ ଜେନା,ନରହରି ଜେନା,ଜଗନ୍ନାଥ ଜେନା,ଅଭିରାମ ଜେନା, ପ୍ରମୁଖ ବିଜେପି ରେ ନୂଆକରି ସାମିଲ ହେଲେ। ବିଜେପି ନେତା ଆଲୋକ ସେଠୀ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରି ଦଳକୁ ସ୍ୱାଗତ କରିଥିଲେ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.