Home ଓଡ଼ିଶା ବିଜେପିର ପ୍ରାର୍ଥୀ ଘୋଷଣା ପରେ ଲକ୍ଷ୍ମିପୁରରେ ଆଶାୟୀଙ୍କ ତାଣ୍ଡବ ; କାର୍ଯ୍ୟାଳୟ ଭଙ୍ଗାରୁଜା କରିବା ସହ...

ବିଜେପିର ପ୍ରାର୍ଥୀ ଘୋଷଣା ପରେ ଲକ୍ଷ୍ମିପୁରରେ ଆଶାୟୀଙ୍କ ତାଣ୍ଡବ ; କାର୍ଯ୍ୟାଳୟ ଭଙ୍ଗାରୁଜା କରିବା ସହ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧନଙ୍କ ଫଟୋଥିବା ପୋଷ୍ଟର ପୋଡିଲେ

793

କୋରାପୁଟ ; ତା୨୨-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ଲକ୍ଷ୍ମିପୁର ବିଜେପି କାର୍ଯ୍ୟାଳୟରେ ଆଜି କର୍ମୀମାନେ ତାଣ୍ଡବଲୀଲା କରି ଅଫିସ ଭଙ୍ଗାରୁଜା କରିଥିଲେ।ଗତକାଲି ଲକ୍ଷ୍ମିପୁର ବିଧାନସଭା ଆସନ ନିମନ୍ତେ ବିଜେପି କୁମୁଦ ଚନ୍ଦ୍ର ସାଉଁତାଙ୍କ ନାମ ଘୋଷଣା କରିଥିଲେ।ତା ପରେ ଆଜି ବିଜେପି କର୍ମି ଓ ଆଶାୟୀମାନେ କାର୍ଯାଳୟରେ ପହଂଚି ସମସ୍ତ ଜିଣିଷ ଫୋପାଡିଦେଇ ଜାଳିଦେଇଥିଲେ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧନଙ୍କ ଫୋଟୋ ଥିବା ପୋଷ୍ଟର ଓ ବିଜେପି ପତାକାଗୁଡିକ ପୋଡିଦେଇଥିଲେ।ଜୟରାମ ପାଙ୍ଗୀଙ୍କ ବିରୋଧରେ ସ୍ଲୋଗାନମାନ ଦେଉଥିବା ନଜର କରାଯାଇଥିଲା।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.