Home ଅପରାଧ ବିଜେଡିର ପୂର୍ବତନ ବିଧାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ବିଜେଡିର ପୂର୍ବତନ ବିଧାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

140

କଟକ ୨୬ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଭବାନୀପାଟଣାର ବିଜେଡିର ପୂର୍ବତନ ବିଧାୟକ ଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ । ବେଆଇନ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭବାନୀପାଟଣା ବିଜେଡିର ପୂର୍ବତନ ବିଧାୟକ ଅନାମ ନାୟକଙ୍କୁ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇ ଆୟ ବହିର୍ଭୂତ ସମ୍ପତ୍ତି ଜବତ କରାଯିବା ସହ ଶ୍ରୀନାୟକ ଗିରଫ ହୋଇଥିଲେ ।

 

 

 

ଆଜି ମାନ୍ୟବର ହାଇକୋର୍ଟ ଉକ୍ତ ମାମଲାରେ ପୂର୍ବତନ ବିଧାୟକ ଅନାମ ନାୟକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ସହ ଭିଜିଲାନ୍ସକୁ ତଦନ୍ତରେ ସହଯୋଗ କରିବାକୁ ନିଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.