Home ଜିଲ୍ଲା ପରିକ୍ରମା ବିଜେଡିରୁ ଇସ୍ତପା ଦେଲେ ବାସୁଦେବପୁର ପଂଚାୟତ ସମିତି ଅଧ୍ୟକ୍ଷ

ବିଜେଡିରୁ ଇସ୍ତପା ଦେଲେ ବାସୁଦେବପୁର ପଂଚାୟତ ସମିତି ଅଧ୍ୟକ୍ଷ

12

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ବିଜେଡିରୁ ପ୍ରାଥମିକ ସଦସ୍ୟ ଭାବରେ ଇସ୍ତଫା ଦେଇଛନ୍ତି ପଂଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ । ଦୁଇଦିନ ତଳେ ଭଦ୍ରକ ଜିଲ୍ଲା ର ତିନି ଜଣ ପଂଚାୟତ ସମିତି ଅଧ୍ୟକ୍ଷ ବିଜେଡି ଛାଡି ବିଜେପି ରେ ସାମିଲ ହେବା ପରେ ଆଜିର ଏହି ଘଟଣା ଏକ ପ୍ରକାରର ହଟଚମଟ ସୃଷ୍ଟି କରିଛି । ଦିନକୁ ଦିନ ବିଜେଡି ସଂଗଠନ ଦୁର୍ବଳ ହେବାରେ ଲାଗିଛି । ପଂଚାୟତ ସମିତି ଅଧ୍ୟକ୍ଷ ମାନଙ୍କୁ ନେଇ ଭିନ୍ନ ରଣକୌଶଳରେ ଗୋଟି ଚାଳନା କରୁଛି ବିଜେପି । ତେବେ ଏବେ କେଉଁ ରାଜନୈତିକ ଦଳରେ ସାମିଲ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି ଶ୍ରୀ ବିଶ୍ୱାଳ । ପଦ୍ମରେ ସାମିଲ ହେବାପାଇଁ ରାଜନୈତିକ ସମିକ୍ଷକମାନେ ଆକଳନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.