Home ଜିଲ୍ଲା ପରିକ୍ରମା ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟସ୍ତରୀୟ ବୈଠକରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟସ୍ତରୀୟ ବୈଠକରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

17

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୁବନେଶ୍ୱର ସ୍ଥିତ ବିଜୁ ଶ୍ରମିକ ସାମ୍ମୁଖ୍ୟ କାର୍ଯ୍ୟାଳୟ ଠାରେ ଅଲ୍ ଓଡ଼ିଶା ଜି.ପି.ଏଲ୍‌.ଏଫ୍‌. କର୍ମୀ ସଂଘ ଓ ବିଜୁ ଶ୍ରମିକ ସାମ୍ମୁଖ୍ୟ ତରଫରୁ ଏକ “ରାଜ୍ୟ ସ୍ତରୀୟ ବୈଠକ” ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଯୋଗଦାନ କରିଥିଲେ ବିଜୁ ଶ୍ରମିକ ସାମ୍ମୁଖ୍ୟ ର ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଜୁ ଶ୍ରମିକ ସାମ୍ମୁଖ୍ୟ ର ସାଧାରଣ ସମ୍ପାଦକ ସୁଭାଷ ସିଂହ, ଏମ୍‌.ବି.କେ. ବ୍ୟାଙ୍କ ମିତ୍ର, ସି.ଆର.ପି. କୃଷିମିତ୍ର, ପ୍ରାଣୀ ମିତ୍ର, ଏଲ୍ ଏସ.ପି ଏବଂ ବରିଷ୍ଠ, ଯୁବ ଓ ମହିଳା ନେତୃମଣ୍ଡଳୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.