Home Coronavirus Outbreak ବିଜୁ ଯୁବବାହିନୀ ଦ୍ୱାରା ପୈାରାଚଂଳରେ ରାସନ ସାମଗ୍ରୀ ବଂଟନ

ବିଜୁ ଯୁବବାହିନୀ ଦ୍ୱାରା ପୈାରାଚଂଳରେ ରାସନ ସାମଗ୍ରୀ ବଂଟନ

554

କେନ୍ଦ୍ରାପଡା ୨୯/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ବିଜୁ ଯୁବ ବାହିନୀ ଦ୍ୱାରା ଆଜି କେନ୍ଦ୍ରାପଡା ପୈାରାଚଂଳରେ ଘରକୁ ଘର ବୁଲି ରାସନ ସାମଗ୍ରୀ ଓ ସଉଦା ବଂଟନ କରାଯାଇଥିବା ଦେଖାଯାଇଛି। ପୈାରାଚଂଳ ବିଜୁଯୁବ ବାହିନୀର ସଦସ୍ୟଓ ସଦସ୍ୟାମାନେ ଆଜି ପୈାରାଚଂଳର ପ୍ରତ୍ୟେକ ୱାର୍ଡରେ ଘରକୁ ଘର ଯାଇ ଲୋକମାନଙ୍କୁ ରାସନ ସାମଗ୍ରୀ ଓ ସଉଦା ଯୋଗାଇଦେଇଥିବା ଜଣାପଡିଛି। କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଲୋକମାନେ ଘରୁ ବାହାରକୁ ବାହାରିବା ସମ୍ଭବ ହେଉନଥିବା ବେଳେ ବିଜୁ ଯୁବ ବାହିନୀର ସଦସ୍ୟସଦସ୍ୟାମାନେ ଲୋକମାନଙ୍କୁ ଏଭଳି ସହାୟତା ଯୋଗାଇ ଦେଉଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.