Home ଓଡ଼ିଶା ବାହାରର କୌଣସି ଭକ୍ତ, ପର୍ଯ୍ୟଟକ ବା ଯେକୌଣସି ଭକ୍ତଙ୍କୁ ପୁରୀ ସହର ପ୍ରବେଶ ମନା

ବାହାରର କୌଣସି ଭକ୍ତ, ପର୍ଯ୍ୟଟକ ବା ଯେକୌଣସି ଭକ୍ତଙ୍କୁ ପୁରୀ ସହର ପ୍ରବେଶ ମନା

77

ପୁରୀ, ୫/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଜିଲା ର ବାହାର ଲୋକଙ୍କୁ ପୁରୀ ଜିଲାକୁ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପୁରୀକୁ ନଆସିବାକୁ ଜିଲାପାଳ ଅନୁରୋଧ କରିଛନ୍ତି। ଅତ୍ୟାବଶ୍ୟକ କାମ ନଥିଲେ ଆସନ୍ତୁ ନାହିଁ ଯଦି ଆବଶ୍ୟକ ପଡେ ପରିଚୟ ପତ୍ର ସାଙ୍ଗରେ ଆଣିବା ବାଧ୍ୟତାମୂଳକ ଅଟେ। ପୁରୀ ଜିଲାର ତିନୋଟି ପ୍ରବେଶ ପଥ ଉପରେ କଡା ନଜର ରଖାଯାଇଛି। ରଥଯାତ୍ରାରେ ନିୟୋଜିତ ସମସ୍ତ ସେବାୟତ କର୍ମଚାରୀଙ୍କର ପୁନରାୟ କୋଭିଡ୍ ଟେଷ୍ଟ କରାଯିବ ବୋଲି ଜିଲାପାଳ ବଲବନ୍ତ ସିଂ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.