Home ଓଡ଼ିଶା ବାଲୁକା କଳା ମାଧ୍ୟମରେ ରାଣୀ ଏଲିଜାବେଥ୍‌ଙ୍କୁ ଶ୍ରଦ୍ଧାଞ୍ଜଳି

ବାଲୁକା କଳା ମାଧ୍ୟମରେ ରାଣୀ ଏଲିଜାବେଥ୍‌ଙ୍କୁ ଶ୍ରଦ୍ଧାଞ୍ଜଳି

23

ପୁରୀ ୧୦-୯ (ଓଡ଼ିଆ ପୁଅ) ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟମରେ ରାଣୀ ଏଲିଜାୱେଥ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସେ ପୁରୀର ଲାଇଟ ହାଉସ ବେଳାଭୂମି ରେ ରାଣୀ ଏଲିଜ଼ାବେଥଙ୍କ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରି ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ଏହି ବାଲୁକା କଳାକୁ ପ୍ରସ୍ତୁତ କରିବାକୁ ମାନସ ସାହୁ ଙ୍କୁ ୫ ଘଣ୍ଟା ସମୟ ଲାଗିଥିଲା। ଏହି ବାଲୁକା କଳାଟି ୧୦ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୫ଟନ ବାଲି ଉପଯୋଗ କରାଯାଇଛି। ଏଥିରେ “Tribute to Queen” ର ବାର୍ତ୍ତା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.