Home ଜିଲ୍ଲା ପରିକ୍ରମା ବାରୋ ପଞ୍ଚାୟତରେ ବିଜେପିର ୪୭ତମ ପ୍ରତିଷ୍ଠା ଦିବସ ପାଳିତ

ବାରୋ ପଞ୍ଚାୟତରେ ବିଜେପିର ୪୭ତମ ପ୍ରତିଷ୍ଠା ଦିବସ ପାଳିତ

9

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ବାରୋ ପଞ୍ଚାୟତ ଅଧୀନ ଗାନ୍ଧୀ ନଗର ଠାରେ ବିଜେପିର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପଞ୍ଚାୟତ ସଭାପତି ରଘୁନାଥ ମଲ୍ଲିକ ପତକା ଉତ୍ତଳନ କରିଥିବା ଅବସରରେ ଭାରତୀୟ ଜନତା ପାଟିର ଦେଶ ପ୍ରେମ ସେବା ସମର୍ପଣର ଅଖଣ୍ଡ ପରମ୍ପରା ପାଳନ କରୁଛି। ଏହି ପରିପେକ୍ଷୀରେ ଉପସଭାପତି ଅକ୍ଷୟ ଚଢେଇ ଯୁବ ମୂର୍ଚକ୍ଷ ମଣ୍ଡଳ ସଭାପତି ଅମରେନ୍ଦ୍ର ଦାସ ଉପସଭାପତି ଭାଗିରଥି ଦାସ, ପ୍ରଶାନ୍ତ କୁମାର ମଲ୍ଲିକ ବୁଥ୍ ସଭାପତି ଶ୍ରୀନିବାସ ମଲ୍ଲିକ ବଳିଷ୍ଠ ବିଜେପି ନେତା ରମାକାନ୍ତ ମଲ୍ଲିକ, ହଳଧର ମହାରଣା, ଅମୂଲ୍ୟ ମହାଳିକ, ବ୍ରଜକିଶୋର ମଲ୍ଲିକ, ସୋମନାଥ ଦାସ, ସୁଶୀଲ କୁମାର ଦାସ, ବିଜୟ କୁମାର ଚଢେଇ, ସୁଶାନ୍ତ କୁମାର ମଲ୍ଲିକଙ୍କ ସମେତ ବହୁ ବିଜେପି କର୍ମୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.