Home ଜିଲ୍ଲା ପରିକ୍ରମା ବାଦିପାଲା ଉଦଯାପିତ

ବାଦିପାଲା ଉଦଯାପିତ

5

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଂଚାୟତ ଗାୟକ ଅନିରୁଦ୍ଧ ପାଣିଗ୍ରାହୀ ପ୍ରାଚୀ ପାଲାପୀଠ ସାରଣା ଠାରେ ଗୁରୁବାର ଠାରୁ ଆରମ୍ଭ ହୋଇ ଉଦଯାପିତ ହୋଇଯାଇଛି। ଗାୟକ ତତ୍ୱବିଭୂଷଣ ଡ.ଲମ୍ୱୋଧର ବେହେରା ଓ ଗାୟକ ପୀୟୂଷ ଶ୍ରୀ ସତ୍ୟନାରାୟଣ ଜେନା ଙ୍କ ମଧ୍ୟରେ ବାଦୀପାଲା ପରିବେଷଣ ହୋଇଯାଇଛି। ହରିହର ପାଣିଗ୍ରାହୀ, ନୀଳମଣି ଦାସ, ଗୋପୀନାଥ ବାରିକ୍‌, ବାବାଜୀ ବାରିକ୍‌, ନରହରି ବେହେରା, ଅର୍ଜୁନ ସେଠୀ, ହରିହର ସେଠୀ, ହରିହର ବେହେରା ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.