ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୁଧବାର ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ପବନ ଯୋଗୁ ଭାଙ୍ଗିଲା ଓଡ଼ିଶା ପ୍ରସିଦ୍ଧ ଭଦ୍ରକ ଜିଲା ଆରଡିସ୍ଥିତ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଦଧିନଉତିର ତ୍ରିଶୂଳ ଦଣ୍ଡ । ଫଳରେ ଦଣ୍ଡକୁ ଧାରଣ କରିଥିବା ନେତ ତଳକୁ ଖସି ପଡିଥିଲା । ବର୍ଷା ଛାଡିବା ପରେ ନୂଆ ନେତ ଲାଗି କରାଯାଇ ବାବାଙ୍କ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା ।
Home ଜିଲ୍ଲା ପରିକ୍ରମା ବର୍ଷା ପବନରେ ଭାଙ୍ଗିଲା ଆଖଣ୍ଡଳମଣିଙ୍କ ମନ୍ଦିର ଦଧିନଉତିର ତ୍ରିଶୂଳ ଦଣ୍ଡ, ତଳକୁ ଖସି ପଡିଲା ନେତ








