Home ଜିଲ୍ଲା ପରିକ୍ରମା ବରିଷ୍ଠ ଥାନା ଅଧିକାରୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ବରିଷ୍ଠ ଥାନା ଅଧିକାରୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

152

ବଲାଙ୍ଗୀର, ୧୬-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଜଣେ ବରିଷ୍ଠ ପୋଲିସ ବିଭାଗର ଥାନାଧିକାରୀ ଭାବେ ପରିଚିତ ବିଜୟାନନ୍ଦ କର୍କରାଙ୍କର ବିଶାଖାପାଟଣାର ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନ ମିଳିଛି। ସେ ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି ଆଦି ଅଞ୍ଚଳରେ ଥାନାଧିକାରୀ ଭାବେ ନିଜ ଦାଇତ୍ୱ ସୂଚାରୁ ରୂପେ ସମ୍ପାଦନା କରିଆସୁଥିଲେ। ବିଶାଖାପାଟଣାରେ ଚିକିତ୍ସାଧୀନ ଥିବା ବେଳେ ଆଜି ଅପରାହ୍ନରେ ତାଙ୍କ ପରଲୋକ ହୋଇଯାଇଥିବା ଖବର ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.