Home ଜିଲ୍ଲା ପରିକ୍ରମା ବନ୍ତ ବ୍ଲକ୍ ବିଜେଡି ପ୍ରତିଷ୍ଠା ଦିବସ ପାଳିତ

ବନ୍ତ ବ୍ଲକ୍ ବିଜେଡି ପ୍ରତିଷ୍ଠା ଦିବସ ପାଳିତ

20

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଙ୍କ ଉପସ୍ଥିତି ରେ ବନ୍ତ ବ୍ଲକ୍ ଠାରେ ଆଜି ୨୯ ତମ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇ ଥିବା ବେଳେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ବିଜୁ ଜନତା ଦଳର ବନ୍ତ ବ୍ଲକ୍ ସଭାପତି,ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ,ବିଜୁ ଛାତ୍ର ଜନତା ଦଳର ରାଜ୍ୟ ବରିଷ୍ଠ ଉପ ସଭାପତି,ବନ୍ତ ବ୍ଲକ୍ ବିଜେଡ଼ି ଯୁବ ସଭାପତିଙ୍କ ସମେତ ୨୫ଟି ଗ୍ରାମ ପଂଚାୟତ ର ବିଜେଡ଼ି ସଭାପତି ବିଜୁ ଜନତା ଦଳର ତୃଣମୂଳ ସ୍ତରର କର୍ମକର୍ତା ଆଗ ଧାଡିର ସଙ୍ଗଠକ ଓ ଛାମୁଆଁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.