Home Top News ବଦଳିଲେ ମାହାଙ୍ଗା ଥାନା ଅଧିକାରୀ ନିହାର ମହାନ୍ତି

ବଦଳିଲେ ମାହାଙ୍ଗା ଥାନା ଅଧିକାରୀ ନିହାର ମହାନ୍ତି

76

କଟକ, ୧୫/୫ (ଓଡ଼ିଆ ପୁଅ /ଅଭୟ ଜେନା) ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କୁ କଟକ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ମାହାଙ୍ଗା ଥାନା ଅଧିକାରୀ ଦାୟିତ୍ୱ ଭଦ୍ରେଶ୍ୱର ଫାଣ୍ଡି ଅଧିକାରୀ ତପନ ନାୟକଙ୍କୁ ଦିଆଯାଇଛି। ଉଲ୍ଲେଖନୀୟଯେ, ତାଙ୍କ ପତ୍ନୀ ନିନା ବେଉରା ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଗିରଫ ହୋଇଥିଲେ। ଫଳରେ ଏଥିରେ ଛନ୍ଦି ହୋଇ ପଡ଼ିଥିଲେ ନିହାର ମହାନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.