Home କେନ୍ଦ୍ରାପଡ଼ା ପ୍ରବାସୀଙ୍କୁ ଘରେ ରଖାଯିବା ନେଇ ଜମଧରବାସୀଙ୍କ ଉପଜିଲ୍ଲାପାଳଙ୍କୁ ଅଭିଯୋଗ

ପ୍ରବାସୀଙ୍କୁ ଘରେ ରଖାଯିବା ନେଇ ଜମଧରବାସୀଙ୍କ ଉପଜିଲ୍ଲାପାଳଙ୍କୁ ଅଭିଯୋଗ

90

କେନ୍ଦ୍ରାପଡା ୮/୭(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଦିଲ୍ଲୀରୁ କେନ୍ଦ୍ରାପଡାକୁ ଆସିଥିବା ଏକ ପରିବାରର ପୁରୁଷ ଜଣଙ୍କୁ କେବଳ ପଂଚାୟତ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇ ତାଙ୍କ ପତ୍ନୀ ଓ ପିଲାମାନଙ୍କୁ ସେମାନଙ୍କ ଘରେ ରହିବାକୁ ସରପଂଚ ସୁଯୋଗ ଦେଇଥିବା ଉପଜିଲ୍ଲାପାଳଙ୍କ ନିକଟରେ ଜମଧର ପଂଚାୟତର ବନ୍ଧସାହି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। କୋଭିଡ-୧୯ ନିୟମ ଅନୁଯାଇ ତୁରନ୍ତ ସେହି ପରିବାରକୁ ପଂଚାୟତ ସଙ୍ଗରୋଧକେନ୍ଦ୍ରରେ ରଖାଯିବାକୁ ସେମାନେ ଦାବି କରିଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ପ୍ରଫୁଲ୍ଲ କୁମାର ମହାନ୍ତି, ପ୍ରଦୀପ୍ତ ନାୟକ, ଚନ୍ଦ୍ରମଣୀ ସ୍ୱାଇଁ, କୁଞ୍ଜବିହାରୀ ନାୟକ, ରାକେଶ ସ୍ୱାଇଁ, ବଂଶୀଧର ନାୟକ ପ୍ରମୁଖ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.