Home ଓଡ଼ିଶା ପ୍ରଫେସର ଶଶିକୁମାର ଚିତ୍ରେଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପ୍ରଫେସର ଶଶିକୁମାର ଚିତ୍ରେଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

41

ନୂଆ ଦିଲ୍ଲୀ ୧୪-୧ (ଓଡ଼ିଆ ପୁଅ) ପ୍ରଫେସର ଶଶିକୁମାର ଚିତ୍ରେଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପ୍ରଫେସର ଶଶିକୁମାର ଚିତ୍ରେଙ୍କ ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ। ଜ୍ୟୋତିର୍ବିଜ୍ଞାନ ତଥା ସୌର ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ସ୍ମରଣୀୟ ହୋଇ ରହିବେ। ତାଙ୍କର ମୂଲ୍ୟବାନ କାର୍ଯ୍ୟଗୁଡିକ ଆଗାମୀ ଦିନମାନଙ୍କରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇବ। ଓମ ଶାନ୍ତି”।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.