Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୨୨ତମ ମନ କି ବାତ୍ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୨୨ତମ ମନ କି ବାତ୍ କାର୍ଯ୍ୟକ୍ରମ

31

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଚାନ୍ଦବାଲି ଏନ ଏ ସି ର ୨୦ ଟି ବୁଥ ରେ ରବିବାର ୧୧ ଘଟିକା ସମୟରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୧୨୨ ତମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବିଜେପି କ୍ରମୀ ଓ ବିଭିନ୍ନ ବର୍ଗର ଲୋକ ଯୋଗ ଦେଇ ଏହି ସଂସ୍କରଣର ଦେଶର ସେନା ବାହିନୀ ର ବିରତ୍ୱ, ଆତଙ୍କୀବାଦ ବିରୁଦ୍ଧରେ ଦେଶର ସାମୁହିକ ସଂକଳ୍ପ, ଅପେରସନ ସିନ୍ଦୁରର ସଫଳତା, ମାଓମୁକ୍ତ ଅଂଚଳରେ ଶିକ୍ଷା ବୃଦ୍ଧି ଠାରୁ ଆରମ୍ଭ କରି ଷ୍ଟାର୍ଟ -ଅପ ଏବଂ ଯୁବ ପୀଡିଙ୍କ ସଫଳତା ଓ ଅର୍ଥନୀତିରେ ଦେଶ ଚତୁର୍ଥ ସ୍ଥାନ ଗ୍ରହଣ କରିବା ଆଦି ସମ୍ପର୍କରେ ଟିଭି ଜରିଆରେ ଶୁଣିଥିଲେ।ସମସ୍ତ ବୁଥ ରେ ଉପସ୍ଥିତ ଥିବା ବିଜେପି ନେତା ଜଗନ୍ନାଥ ରାଉତ,ପାରିଷଦ ଚନ୍ଦନ ରାଉତ,ବିଜୟ ବେହେରା,ସମ୍ବିତ ମହାନ୍ତି, ନୀଳମଣି ବାରିକ,ବିଶ୍ୱମୋହନ ଜେନା,ଶଶିକାନ୍ତ ଦାସ, ସ୍ୱମେନ୍ଦ୍ର ମହାନ୍ତି, ଜୁବୁଲା ମହାନ୍ତି,ସୁକାନ୍ତ ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମ ଶୁଣିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.