Home ଜିଲ୍ଲା ପରିକ୍ରମା ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ରକ୍ଷା ବନ୍ଧନ

ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ରକ୍ଷା ବନ୍ଧନ

10

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଭଦ୍ରକ ତରଫରୁ ଆଜି ଭଦ୍ରକ ଜିଲ୍ଲା ମୁଖ୍ୟ କାରାଗାର ରେ ୩୫୦ ରୁ ଉର୍ଦ୍ଧ ଅନ୍ତେବାସୀ ମାନଙ୍କୁ ରକ୍ଷା ବନ୍ଧନ କରାଯାଇ ଥିଲା ।ଉକ୍ତ କାର୍ଯକ୍ରମ ରେ ଜେଲର ଚେତନା ସିଂ ଓ କର୍ମଚାରୀ ମାନେ ଉପସ୍ଥିତ ରହି ବହୁ ଶୃଙ୍ଖଳା ରେ ରକ୍ଷା ବନ୍ଧନ କରିଥିଲେ।ଜେଲ୍ ସୁପରଇନ୍ ଟେଣ୍ଡେଣ୍ଟ ବ୍ରହ୍ମାକୁମାରୀ ଅନୁଷ୍ଠାନ ର ସେବା ପାଇଁ ସାଧୁବାଦ ଜ୍ଞାପନ କରିଥିଲେ।ଉକ୍ତ କାର୍ଯକ୍ରମ ରେ ବ୍ରହ୍ମା କୁମାରୀ ପ୍ରତିଭା,ବିକେ ଅଳକା, ୍ୱିକେ ଅଜୟ, ବିକେ ଉତ୍ତମ,ବିକେ ଦିଗମ୍ବର , ବିକେ ସୌଭାଗ୍ୟ ପ୍ରମୁଖ ଉପସ୍ଥିତ ରହି ରାକ୍ଷୀ ବାନ୍ଧିବା ସହ ପ୍ରସାଦ ଓ ଜ୍ଞାନ ଯୋଗ ପଥ ପ୍ରଦର୍ଶନୀ ପୁସ୍ତକ ବଣ୍ଟନ କରିଥିଲେ।ଭଦ୍ରକ ବିଭିନ୍ନ ସ୍ଥାନରେ ଏସପି ଅଫିସ,ଟାଉନ ଥାନା,ରିଜର୍ଭ ପୋଲିସ ,ସାହିତ୍ୟ ସଂସ୍କୃତି ମଞ୍ଚ ଚରମ୍ପା,ପୋଷ୍ଟ ଅଫିସ,ହସ୍ପିଟାଲ ଆଦି ଅନେକ ସ୍ଥାନ ରେ ବ୍ରହ୍ମ।କୁମାରୀ ଭଉଣୀ ଓ ଭାଇ ମାନଙ୍କ ଦ୍ୱାରା ପରମାତ୍ମା ଙ୍କ ପବିତ୍ର ରାକ୍ଷୀ ବନ୍ଧା ଯାଇ ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.