Home Top News ପେଟ୍ରୋଲ, ଡିଜେଲ ମୂଲ୍ୟରେ ୧୦ ଦିନରେ ନବମ ଥର ବୃଦ୍ଧି

ପେଟ୍ରୋଲ, ଡିଜେଲ ମୂଲ୍ୟରେ ୧୦ ଦିନରେ ନବମ ଥର ବୃଦ୍ଧି

69

ନୂଆଦିଲ୍ଲୀ ୩୧-୩ (ଓଡ଼ିଆ ପୁଅ) : ଆଜି ପୁଣି ବଢ଼ିଲା ତୈଳ ଦର। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଗୁରୁବାର (ମାର୍ଚ୍ଚ ୩୧, ୨୦୨୨) ପ୍ରତ୍ୟେକ ଲିଟରରେ ୮୦ ପଇସା ବୃଦ୍ଧି ପାଇ ଗତ ଦଶ ଦିନରେ ଦରରେ ଲିଟର ପିଛା ୬.୪୦ ଟଙ୍କା ବୃଦ୍ଧି ପାଇଛି।

ମାର୍ଚ୍ଚ ୨୨ ରେ ଦର ସଂଶୋଧନରେ ସାଢ଼େ ଚାରି ମାସର ବ୍ୟବଧାନ ଶେଷ ହେବା ପରେ ଏହା ହେଉଛି ଦଶମ ବୃଦ୍ଧି।

ଦିଲ୍ଲୀରେ ପେଟ୍ରୋଲ ବର୍ତ୍ତମାନ ଗତକାଲିର ଦର ୧୦୧.୦୧ ଟଙ୍କା ତୁଳନାରେ ଲିଟର ପିଛା ୧୦୧.୮୧ ଟଙ୍କା ଥିବାବେଳେ ଡିଜେଲ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ପାଇ ୯୩.୦୭ ଟଙ୍କାକୁ ବୃଦ୍ଧି ପାଇଛି।

ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଯଥାକ୍ରମେ ୧୧୬.୭୨ ଟଙ୍କା ଏବଂ ୧୦୦.୯୪ ଟଙ୍କା ରହିଛି। ଚେନ୍ନାଇରେ ପେଟ୍ରୋଲ ବର୍ତ୍ତମାନ ୧୦୭.୪୫ ଟଙ୍କାରେ ଏବଂ ଡିଜେଲରେ ୯୭.୫୨ ଟଙ୍କାରେ ବିକ୍ରି ହେବ। କୋଲକାତାରେ ପେଟ୍ରୋଲର ମୂଲ୍ୟ ବର୍ତ୍ତମାନ ୧୧୧.୩୫ ଟଙ୍କା ଏବଂ ଡିଜେଲ ୯୬.୨୨ଟଙ୍କା ରହିଛି।

ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପ୍ରତି ୧୦୮.୬୫ ଟଙ୍କା ଥିବା ବେଳେ ଡିଜେଲ ଦର ଲିଟର ପ୍ରତି ୯୮.୪୨ ଟଙ୍କା ହୋଇଛି।

ତେବେ ଜାଣନ୍ତୁ ମୁଖ୍ୟ ସହର ଗୁଡ଼ିକରେ ଆଜିର ଦର (ପେଟ୍ରୋଲ ଏବଂ ଡିଜେଲ କ୍ରମରେ)

ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୧୦୧.୮୧ ୧୦୧.୦୧ ୦.୮
କୋଲକାତା ୧୧୧.୩୫ ୧୧୦.୫୨ ୦.୮୩
ମୁମ୍ବାଇ ୧୧୬.୭୨ ୧୧୫.୮୮ ୦.୮୪
ଚେନ୍ନାଇ ୧୦୭.୪୫ ୧୦୬.୬୯ ୦.୭୬
ଗୁରୁଗାଓଁ ୧୦୨.୧୩ ୧୦୧.୩୮ ୦.୭୫
ନୋଏଡା ୧୦୧.୭୩ ୧୦୧.୦୪ ୦.୬୯
ବାଙ୍ଗାଲୋର ୧୦୭.୩ ୧୦୬.୪୬ ୦.୮୪
ଭୁବନେଶ୍ୱର ୧୦୮.୬୫ ୧୦୭.୬୮ ୦.୯୭
ଚଣ୍ଡିଗଡ଼ ୧୦୧.୨ ୧୦୦.୪୨ ୦.୭୮
ହାଇଦ୍ରାବାଦ ୧୧୫.୪୨ ୧୧୪.୫୨ ୦.୯
ଜୟପୁର ୧୧୪.୧୬ ୧୧୨.୮ ୧.୩୬
ଲକ୍ଷ୍ନୌ ୧୦୧.୬୬ ୧୦୦.୮୬ ୦.୮
ପାଟନା ୧୧୩.୦୭ ୧୧୧.୬୮ ୧.୩୯
ତ୍ରୀଭେନ୍ଦ୍ରମ୍ ୧୧୨.୯୬ ୧୧୨.୦୯ ୦.୮୭
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୯୩.୦୭ ୯୨.୨୭ ୦.୮
କୋଲକାତା ୯୬.୨୨ ୯୫.୪୨ ୦.୮
ମୁମ୍ବାଇ ୧୦୦.୯୪ ୧୦୦.୧ ୦.୮୪
ଚେନ୍ନାଇ ୯୭.୫୨ ୯୬.୭୬ ୦.୭୬
ଗୁରୁଗାଓଁ ୯୩.୩୬ ୯୨.୬୨ ୦.୭୪
ନୋଏଡା ୯୩.୨୮ ୯୨.୫୮ ୦.୭
ବାଙ୍ଗାଲୋର ୯୧.୨୭ ୯୦.୪୯ ୦.୭୮
ଭୁବନେଶ୍ୱର ୯୮.୪୨ ୯୭.୪୭ ୦.୯୫
ଚଣ୍ଡିଗଡ଼ ୮୭.୪୮ ୮୬.୭୩ ୦.୭୫
ହାଇଦ୍ରାବାଦ ୧୦୧.୫୮ ୧୦୦.୭୧ ୦.୮୭
ଜୟପୁର ୯୭.୩୨ ୯୬.୦୭ ୧.୨୫
ଲକ୍ଷ୍ନୌ ୯୩.୨୨ ୯୨.୪୨ ୦.୮
ପାଟନା ୯୮ ୯୬.୬୮ ୧.୩୨
ତ୍ରୀଭେନ୍ଦ୍ରମ୍ ୯୯.୮୭ ୯୯.୦୩ ୦.୮୪
ସହର/ଜିଲ୍ଲାର ନାମ ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୯.୯୩ ୧୦୯.୫ ୦.୪୩
ବାଲେଶ୍ୱର ୧୦୮.୬୩ ୧୦୭.୮୩ ୦.୮
ବରଗଡ ୧୦୯.୭୬ ୧୦୮.୬୬ ୧.୧
ଭଦ୍ରକ ୧୦୯.୧୮ ୧୦୮.୩୩ ୦.୮୫
ଭୁବନେଶ୍ୱର ୧୦୮.୬୫ ୧୦୭.୬୮ ୦.୯୭
ବଲାଙ୍ଗୀର ୧୧୧.୨୩ ୧୧୦.୨୭ ୦.୯୬
ବୌଦ୍ଧ ୧୧୦.୧୯ ୧୦୯.୭୮ ୦.୪୧
କଟକ ୧୦୯.୦୨ ୧୦୭.୮୭ ୧.୧୫
ଦେବଗଡ଼ ୧୦୯.୮ ୧୦୮.୯୪ ୦.୮୬
ଢେଙ୍କାନାଳ ୧୦୯.୪୪ ୧୦୮.୫୮ ୦.୮୬
ଗଜପତି ୧୧୧.୧୧ ୧୧୦.୨୫ ୦.୮୬
ଗଞ୍ଜାମ ୧୧୦.୧୨ ୧୦୮.୩୭ ୧.୭୫
ଜଗତସିଂହପୁର ୧୦୮.୧୬ ୧୦୭.୭୫ ୦.୪୧
ଯାଜପୁର ୧୦୯.୨୨ ୧୦୮.୩ ୦.୯୨
ଝାରସୁଗୁଡ଼ା ୧୦୮.୭୨ ୧୦୭.୮୧ ୦.୯୧
କଳାହାଣ୍ଡି ୧୧୨.୧୨ ୧୧୦.୭୪ ୧.୩୮
କନ୍ଧମାଳ ୧୧୦.୩୪ ୧୦୯.୪୮ ୦.୮୬
କେନ୍ଦ୍ରାପଡା ୧୦୮.୫୬ ୧୦୭.୭୧ ୦.୮୫
କେନ୍ଦୁଝର ୧୧୦.୨୩ ୧୧୦.୨ ୦.୦୩
ଖୋର୍ଦ୍ଧା ୧୦୮.୬୫ ୧୦୭.୬୮ ୦.୯୭
କୋରାପୁଟ ୧୧୩.୨୫ ୧୧୨.୩୯ ୦.୮୬
ମାଲକାନଗିରି ୧୧୪.୨୧ ୧୧୩.୩୫ ୦.୮୬
ମୟୁରଭଞ୍ଜ ୧୧୦.୧୫ ୧୦୮.୬୫ ୧.୫
ନବରଙ୍ଗପୁର ୧୧୩.୨୫ ୧୧୨.୭୩ ୦.୫୨
ନୟାଗଡ଼ ୧୦୮.୯୩ ୧୦୮.୦୭ ୦.୮୬
ନୂଆପଡ଼ା ୧୧୧.୬୩ ୧୧୦.୫୪ ୧.୦୯
ପୁରୀ ୧୦୮.୮୯ ୧୦୮.୦୭ ୦.୮୨
ରାୟଗଡ଼ା ୧୧୨.୭୮ ୧୧୧.୬୧ ୧.୧୭
ସମ୍ବଲପୁର ୧୦୯.୩୧ ୧୦୭.୮୩ ୧.୪୮
ସୋନପୁର ୧୧୦.୦୫ ୧୦୯.୨୮ ୦.୭୭
ସୁନ୍ଦରଗଡ ୧୦୯.୭୪ ୧୦୭.୮୭ ୧.୮୭
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୯୯.୬୬ ୯୯.୨୨ ୦.୪୪
ବାଲେଶ୍ୱର ୯୮.୪୨ ୯୭.୬୩ ୦.୭୯
ବରଗଡ ୯୯.୫୨ ୯୮.୪୩ ୧.୦୯
ଭଦ୍ରକ ୯୮.୯୫ ୯୮.୧ ୦.୮୫
ଭୁବନେଶ୍ୱର ୯୮.୪୨ ୯୭.୪୭ ୦.୯୫
ବଲାଙ୍ଗୀର ୧୦୦.୯୩ ୯୯.୯୯ ୦.୯୪
ବୌଦ୍ଧ ୯୯.୯୧ ୯୯.୪୯ ୦.୪୨
କଟକ ୯୮.୭୮ ୯୭.୬୫ ୧.୧୩
ଦେବଗଡ଼ ୯୯.୫୫ ୯୮.୭୧ ୦.୮୪
ଢେଙ୍କାନାଳ ୯୯.୧୮ ୯୮.୩୪ ୦.୮୪
ଗଜପତି ୧୦୦.୭୯ ୯୯.୯୪ ୦.୮୫
ଗଞ୍ଜାମ ୯୯.୮୪ ୯୮.୧୩ ୧.୭୧
ଜଗତସିଂହପୁର ୯୭.୯୪ ୯୭.୫୨ ୦.୪୨
ଯାଜପୁର ୯୮.୯୫ ୯୮.୦୪ ୦.୯୧
ଝାରସୁଗୁଡ଼ା ୯୮.୫୨ ୯୭.୬୧ ୦.୯୧
କଳାହାଣ୍ଡି ୧୦୧.୭୯ ୧୦୦.୪୪ ୧.୩୫
କନ୍ଧମାଳ ୧୦୦.୦୫ ୯୯.୨ ୦.୮୫
କେନ୍ଦ୍ରାପଡା ୯୮.୩୨ ୯୭.୪୭ ୦.୮୫
କେନ୍ଦୁଝର ୯୯.୯୩ ୯୯.୮୮ ୦.୦୫
ଖୋର୍ଦ୍ଧା ୯୮.୪୨ ୯୭.୪୭ ୦.୯୫
କୋରାପୁଟ ୧୦୨.୮୭ ୧୦୨.୦୨ ୦.୮୫
ମାଲକାନଗିରି ୧୦୩.୮ ୧୦୨.୯୫ ୦.୮୫
ମୟୁରଭଞ୍ଜ ୯୯.୮୯ ୯୮.୪୧ ୧.୪୮
ନବରଙ୍ଗପୁର ୧୦୨.୮୭ ୧୦୨.୩୫ ୦.୫୨
ନୟାଗଡ଼ ୯୮.୬୯ ୯୭.୮୪ ୦.୮୫
ନୂଆପଡ଼ା ୧୦୧.୩୨ ୧୦୦.୨୪ ୧.୦୮
ପୁରୀ ୯୮.୬୬ ୯୭.୮୪ ୦.୮୨
ରାୟଗଡ଼ା ୧୦୨.୪ ୧୦୧.୨୫ ୧.୧୫
ସମ୍ବଲପୁର ୯୯.୦୮ ୯୭.୬୩ ୧.୪୫
ସୋନପୁର ୯୯.୮ ୯୯.୦୩ ୦.୭୭
ସୁନ୍ଦରଗଡ ୯୯.୫ ୯୭.୬୭ ୧.୮୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.