Home ଓଡ଼ିଶା ଯୁବକଙ୍କୁ ଖଣ୍ଡାରେ ଗୋଡେଇ ଗୋଡେଇ ହାଣିଲେ

ଯୁବକଙ୍କୁ ଖଣ୍ଡାରେ ଗୋଡେଇ ଗୋଡେଇ ହାଣିଲେ

213

ନୟାଗଡ ୦୭/୧୧ (ଓଡ଼ିଆ ପୁଅ/ବିଶ୍ୱରଞ୍ଜନ ଆଚାର୍ଯ୍ୟ) -ନୟାଗଡ ଜିଲ୍ଲା ରଣପୁର ଥାନା ରାମଚନ୍ଦ୍ରପୁର ଗ୍ରାମର ଅଶୋକ କୁମାର ସେଠୀଙ୍କୁ ପୂର୍ବ ଗଣେଶ ପୂଜା ଭସାଣି ବେଳର ଗଣ୍ଡଗୋଳ ଯୋଗୁଁ କିଛି ଯୁବକ ଗତ ୬ ତାରିଖ ରାତ୍ରରେ ରଣପୁର ସାଗର ପୋଖରୀଠାରେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିବା ଜଣା ପଡିଛି। ଯୁବକ ଜଣକ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ରେଫର ହୋଇଥିବା ଜଣା ପଡିଛି। ଆହତ ଯୁବକ ପୋଲିସ୍ ର ଅବହେଳା ଯୋଗୁଁ ଅକ୍ରମଣ ର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.