Home ଓଡ଼ିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରାଙ୍କ ପରଲୋକ

ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରାଙ୍କ ପରଲୋକ

386

ନୂଆଦିଲ୍ଲୀ,୧୯/୦୮,(ଓଡ଼ିଆ ପୁଅ/ ପି ନାଏକ):ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଡା. ଜଗନ୍ନାଥ ମିଶ୍ରାଙ୍କ ନିଧନ ହୋଇଛି। ଲମ୍ବା ସମୟ ଧରି ସେ ଅସୁସ୍ଥ ଥିଲେ। ଚିକିତ୍ସିତ ଅବସ୍ଥାରେ ଦିଲ୍ଲୀର ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କର ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନିତିଶ୍ କୁମାରଙ୍କ ବ୍ୟତୀତ ଆହୁରି ଅନେକ ବଡ ବଡ ରାଜନୀତିଜ୍ଞ ଗଭୀର ଶୋକ ପ୍ରକାଶ କରିଛନ୍ତି। ଜଗନ୍ନାଥ ମିଶ୍ରାଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନରେ ହେବ। ବିହାରରେ ତିନି ଦିନ ରାଜକୀୟ ଶୋକ ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.