Home ଓଡ଼ିଶା ପୂର୍ବତନ ନିର୍ବାଚନ ଆୟୋଗ ଟି.ଏନ ଶେଷାନଙ୍କ ଦେହାନ୍ତ

ପୂର୍ବତନ ନିର୍ବାଚନ ଆୟୋଗ ଟି.ଏନ ଶେଷାନଙ୍କ ଦେହାନ୍ତ

148

ନୂଆଦିଲ୍ଲୀ: ପୂର୍ବତନ ନିର୍ବାଚନ ଆୟୋଗ ଟି. ଏନ ଶେଷାନଙ୍କ ଦେହାନ୍ତ ହୋଇଯାଇଛି।୮୬ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ଘଟିଛି।ଟି.ଏନ ଶେଷାନ ଦେଶର ୧୦ମ ନିର୍ବାଚନ ଆୟୋଗ ଥିଲେ।ସେ କିଛି ଦିନ ହେଲା ଅସୁସ୍ଥ ଥାଇ ଚିକିତ୍ସାଧୀନ ଥିଲେ।୧୯୩୨ ମସିହା ଡିସେମ୍ବର ୧୫ରେ କେରଳର ଥିରୁନେଲ୍ଲାଇ ଗ୍ରାମରେ ଶେଷାନ୍ ଜନ୍ମ ଗ୍ରହଣ କରିଥିଲେ।୧୯୫୫ ବ୍ୟାଚର ଏହି ଆଇଏଏସ୍ ଅଫିସର ଭାରତର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବାରେ ବଡ଼ ଭୂମିକା ନିଭାଇଥିଲେ।ନିଜର କର୍ତ୍ତବ୍ୟ ପରାୟଣତା ପାଇଁ ୧୯୯୬ ମସିହାରେ ସେ ରମଣ ମାଗାସେସେରେ ସମ୍ମାନିତ ହୋଇଥିଲେ।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.