Home Top News ପୁଲିସ ସେବା ପରୀକ୍ଷା ପାଇଁ କମ୍ପ୍ୟୁଟର ଭିତ୍ତିକ ଲିଖିତ ପରୀକ୍ଷା

ପୁଲିସ ସେବା ପରୀକ୍ଷା ପାଇଁ କମ୍ପ୍ୟୁଟର ଭିତ୍ତିକ ଲିଖିତ ପରୀକ୍ଷା

67

ଭୁବନେଶ୍ୱର ୧୬-୬ (ଓଡ଼ିଆ ପୁଅ) ଓଡିଶା ପୁଲିସ ରିକୃଟମେଣ୍ଟ ବୋର୍ଡ଼ ଦ୍ଵାରା ପରିଚାଳିତ ମିଳିତ ପୁଲିସ ସେବା ପରୀକ୍ଷା (CPSE)-୨୦୧୮ ବର୍ଷ ପାଇଁ କମ୍ପ୍ୟୁଟର ଭିତ୍ତିକ ଲିଖିତ ପରୀକ୍ଷା (online) ଆସନ୍ତା ୦୨.୦୭.୨୦୨୨ ରୁ ୦୯.୦୭.୨୦୨୨ ଏବଂ ୧୧.୦୭.୨୦୨୨ ରୁ ୧୨.୦୭.୨୦୨୨ ମଧ୍ୟରେ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ଆବଶ୍ୟକୀୟ ପରୀକ୍ଷା ପ୍ରବେଶ ପତ୍ର ଓଡିଶା ପୁଲିସ ୱେବସାଇଟ ମାଧ୍ୟମରେ ଆସନ୍ତା ତା ୧୮.୦୬.୨୦୨୨ ରିଖ ଠାରୁ ଉପଲବ୍ଧ ହେବ। ଅଧିକ ତଥ୍ୟ ପାଇଁ https://op.onlineregistrationforms.com/ ରେ କ୍ଲିକ କରନ୍ତୁ। ଏହି ସଙ୍କ୍ରାନ୍ତୀୟ ଅଧିକ ସୂଚନା ପ୍ରାର୍ଥୀ ମାନଙ୍କୁ ପଞ୍ଜୀକୃତ ମୋବାଇଲ ନମ୍ବର ଓ ଇମେଲ ଦ୍ଵାରା ଜଣାଇ ଦିଆଯିବ।

ପ୍ରବେଶ ପତ୍ର download କରିବାରେ ଯଦି କୌଣସି ଅସୁବିଧା ହୁଏ, ତେବେ ପ୍ରାର୍ଥୀ https://op.onlineregistrationforms.com/ କୁ କ୍ଲିକ କରି ଏଥିରେ ଥିବା helpdesk ନମ୍ବରରେ ଯୋଗାଯୋଗ କରି ସହାୟତା ନେବାକୁ ଅନୁରୋଧ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.