Home କେନ୍ଦୁଝର ପୁଲିସ ମାଡ ଦେବା ଘଟଣାର ସମାଧାନ

ପୁଲିସ ମାଡ ଦେବା ଘଟଣାର ସମାଧାନ

177

ହାଟଡିହି-୨୩/୫, ଶାଳଣିଆଁ ବଜାରରେ ପୁଲିସ ଜଣେ ଦେକାନୀକୁ ମାଡ ମାରି ଆହତ କରିବା ଓ ଲୋକମାନେ ପୁଲିସ ଉପରକୁ ଟେକାପଥର ମାଡ କରିବା ଘଟଣାର ସମାଧାନ କରାଯାଇଛି । ଆଜି ଶାଳଣିଆଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆନନ୍ଦପୁର ଏସଡିପିଓ ବିଦ୍ୟୁତ ପଣ୍ଡାଙ୍କ ଉପସ୍ଥିତିରେ ଅଭିଯୋଗକାରୀ ଦେକାନୀ ଓ ମାଡ ମାରିଥିବା ପୁଲିସ ଫୋର୍ସଙ୍କ ମଧ୍ୟରେ ଆପୋସ ସମାଧାନ କରାଯାଇ ଭବିଷ୍ୟତରେ ଯେପରି ଏହିପରି ଘଟଣା ସୃଷ୍ଟି ନହେବାପାଇଁ ଉଭୟପକ୍ଷ ନିଷ୍ପତି ନେଇ ଚୁକ୍ତିନାମା ଲେଖିଥିଲେ । ଏହି ସମୟରେ କେନ୍ଦୁଝର ରିଜର୍ଭ ଇନସପେକ୍ଟର, ନନ୍ଦିପଦା ଥାନା ଅଧିକାରୀ, ଓ ଶାଳଣିଆଁ ପଞ୍ଚାୟତର କିଛି ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.