ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୀ ଜିଲ୍ଲା ବଳଙ୍ଗା ଅଂଚଳର ଜନୈକା ନାବାଳିକା ଛାତ୍ରୀଙ୍କୁ ଦୁର୍ବୁତମାନେ ନଦୀ ବନ୍ଧକୁ ଟେକି ନେଇ ନିଆଁ ଲଗାଇ ମାରି ଦେବାର ଉଦ୍ୟମ କରିଥିଲେ। ଏହି ଘଟଣାରେ ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଏଆଇଡିଏସଓ ର ଛାତ୍ରଛାତ୍ରୀଙ୍କ ପକ୍ଷରୁ ହାତରେ ପ୍ଲା କାର୍ଡ ଧରି ପ୍ରତିବାଦ କରାଯାଇଥିବାବେଳେ ପୋଡି ମାରିବାକୁ ଉଦ୍ୟମ କରିଥିବା ଦୁର୍ବୁତମାନଙ୍କୁ ତୁରଫ ଗିରଫ କରାଯିବା ଓ ନାରୀମାନଙ୍କୁ ସୁରକ୍ଷା ଦିଆଯିବାର ନାରା ଦିଆଯାଇଥିଲା।
Home ଜିଲ୍ଲା ପରିକ୍ରମା ପୁରୀ ବଳଙ୍ଗା ଛାତ୍ରୀଙ୍କୁ ପୋଡି ମାରିବାକୁ ଉଦ୍ୟମ କରିଥିବା ଦୁର୍ବୁତଙ୍କ ତୁରନ୍ତ ଗିରଫ ଦାବିକଲା ଏଆଇଡିଏସଓ








