Home ଓଡ଼ିଶା ପୁରୀ ଜିଲାରେ କେଉଁ ଅଞ୍ଚଳରୁ କେତେ କରୋନା ଆକ୍ରାନ୍ତ ଜାଣନ୍ତୁ

ପୁରୀ ଜିଲାରେ କେଉଁ ଅଞ୍ଚଳରୁ କେତେ କରୋନା ଆକ୍ରାନ୍ତ ଜାଣନ୍ତୁ

100

ପୁରୀ, ୨୦/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ବୁଧବାରଦିନ ପୁରୀ ଜିଲାରେ ୨୩୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରେ ପିପିଲି ରୁ ୯୪,  ଡେଲାଙ୍ଗ ୮୯, କଣାସ ୧୫୦, ସତ୍ୟବାଦୀ ୧୨୧, ବ୍ରହ୍ମଗିରି ୨୧୭, ପୁରୀ ସଦର ୧୬୫, ଗୋପ ୯୫, କାକାଟପୁର ୧୨୪, ନିମାପଡା ୧୩୩, ଅସ୍ତରଙ୍ଗ ୮୨, କୃଷ୍ଣପ୍ରସାଦ ୧୩୧, ପୁରୀ ପୌରପରିଷଦ ୭୧୧, ପିପିଲି ବିଞପ୍ତି ପରିଷଦ ୨, ନିମାପଡା ବିଞପ୍ତି ପରିଷଦ ୯, କୋଣାର୍କ ବିଞପ୍ତି ପରିଷଦ ୯ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି। ବର୍ତମାନ ଜିଲାରେ ୯୦୮ ଟି ଆକ୍ଟିଭ୍ କେସ ରହିଛି। ବର୍ତମାନ ସୁଧା ୧୨୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲାରେ ୪୫୨୬୯ ଜଣଙ୍କର ସ୍ୱାବ୍ ନମୁନା ପରୀକ୍ଷା କରାଯାଇଛି। ଜିଲାରେ ମୃତ୍ୟୁ ସଂଖ୍ୟା ୯ ରେ ପହଂଚିଚି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.