ପୁରୀ, ୫/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ପୁରୀ ଜିଲାରେ ୪୩୦୬ ଜଣ କୋଭିଡ୍ ଆକ୍ରାନ୍ତ ଆଜି ସୁଧା ଚିହ୍ନଟ ହୋଇଥିବା ବେଳେ ଆଜି ୬୧ ଜଣ ଚିହ୍ନଟ ହୋଇଥିବା ବେଳେ ଗତକାଲି ୨୩୫ ଜଣ ଚିହ୍ନଟ ହୋଇଥିଲେ। ଆଜି ସୁଧା ୩୧୯୯ ଜଣ କରୋନା ପଜେଟିଭ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିଛନ୍ତି। ଜିଲାରେ ୬୩, ୭୬୩ ଜନଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇଛି। ଜିଲାରେ ୪୫ ଟି କନଟେନମେଣ୍ଟଟ ଜୋନ କାର୍ଯ୍ୟକାରୀ କରୁଛି।