Home Coronavirus Outbreak ପୁରୀରେ କରୋନା ପଜେଟିଭ୍ ସଂଖ୍ୟା ୨୫ରେ ପହଂଚିଲା

ପୁରୀରେ କରୋନା ପଜେଟିଭ୍ ସଂଖ୍ୟା ୨୫ରେ ପହଂଚିଲା

233

ପୁରୀ, ୧୭/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀଜିଲ୍ଲାରେ କରୋନା ଆକ୍ରାନ୍ତ ପଜେଟିଭ୍‌ଙ୍କ ସଂଖ୍ୟା ଗତକାଲି ସୁଦ୍ଧା ୧୮ରେ ଥିବାବେଳେ ରବିବାରଦିନ ସକାଳୁ ଆଉ ୭ଜଣ ପଜେଟିଭ୍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଜିଲ୍ଲାରେ ଆକ୍ଟିଭ୍ ପଜେଟିଭଙ୍କ ସଂଖ୍ୟା ୨୫ରେ ପହଂଚିଛି। ପୁରୀରେ ପ୍ରଥମ ପ୍ରଜେଟିଭ୍ ଚିହ୍ନଟ ନିଜାମୁଦ୍ଦିନ୍ ଲିଙ୍କରେ ହୋଇ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତମାନ ୨୪ ଆକ୍ଟିଭ୍ ପଜେଟିଭ୍ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.