ଭୁବନେଶ୍ୱର ୧୫-୫ (ଓଡ଼ିଆ ପୁଅ) ରାଜ୍ୟରେ ଗତ ୨୪ ଘଂଟାରେ ନୂଆ ୧୧,୭୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୭୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨୩୧୩ କୁ ବୃଦ୍ଧି ପାଇଛି।
ଅନୁଗୁଳ ଜିଲ୍ଲାର ୩ ଜଣ, ଖୋର୍ଦ୍ଧା ଜିଲ୍ଲାର ୪ ଜଣ, ରାୟଗଡ଼ା ଜିଲ୍ଲାର ୩ ଜଣ, ନୁଆପଡା ଜିଲ୍ଲାର ୨ ଜଣ, ସୁନ୍ଦରଗଡ ଜିଲ୍ଲାର ୨ ଜଣ, ଗଜପତି, କେନ୍ଦ୍ରାପଡ଼ା, ନବରଙ୍ଗପୁର, ନୟାଗଡ଼, ପୁରୀ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।ତେବେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି ପାଇଛି।
ନୂତନ ପଜିଟିଭ୍ ମାମଲା: ୧୧୭୩୨
କ୍ୟାରେଣ୍ଟିନରୁ: ୬୫୬୯
ସ୍ଥାନୀୟ ସମ୍ପର୍କ: ୫୧୬୩
ଜିଲ୍ଲା ୱାରୀ ମାମଲା:
୧ – ଅନୁଗୁଳ: ୭୦୦
୨ – ବାଲେଶ୍ୱର: ୪୭୨
୩ – ବରଗଡ: ୩୬୩
୪ – ଭଦ୍ରକ: ୪୧୪
୫ – ବଲାଙ୍ଗୀର: ୪୦୧
୬ – ବୌଦ୍ଧ: ୨୭୭
୭ – କଟକ: ୮୭୦
୮ – ଦେବଗଡ଼: ୧୨୯
୯ – ଢେଙ୍କାନାଳ: ୧୫୩
୧୦ – ଗଜପତି: ୭୭
୧୧ – ଗଞ୍ଜାମ: ୨୫୯
୧୨ – ଜଗତସିଂହପୁର: ୩୩୦
୧୩ – ଯାଜପୁର: ୩୮୩
୧୪ – ଝାରସୁଗୁଡା: ୩୯୧
୧୫ – କଳାହାଣ୍ଡି: ୨୭୪
୧୬ – କନ୍ଧମାଳ: ୮୪
୧୭ – କେନ୍ଦ୍ରାପଡା: ୧୩୯
୧୮ – କେନ୍ଦୁଝର: ୨୨୦
୧୯ – ଖୋର୍ଦ୍ଧା: ୧୭୧୦
୨୦ – କୋରାପୁଟ: ୨୮୯
୨୧ – ମାଲକାନଗିରି: ୧୪୫
୨୨ – ମୟୂରଭଞ୍ଜ: ୪୧୮
୨୩ – ନୱାରଙ୍ଗପୁର: ୪୧୭
୨୪ – ନୟାଗଡ଼: ୨୬୧
୨୫ – ନୁଆପଡା: ୨୨୦
୨୬ – ପୁରୀ: ୩୯୦
୨୭ – ରାୟଗଡ଼ା: ୨୪୫
୨୮ – ସମ୍ବଲପୁର: ୫୩୮
୨୯ – ସୋନପୁର: ୨୫୫
୩୦ – ସୁନ୍ଦରଗଡ: ୬୪୧
୩୧ – ରାଜ୍ୟ ପୁଲ୍: ୨୬୭
ନୂତନ ଆରୋଗ୍ୟ ହୋଇଛନ୍ତି : ୧୦୭୮୧
ମୋଟ ପରୀକ୍ଷଣ: ୧୦୮୮୨୭୫୬ |
ପଜିଟିଭ୍ : ୬୧୨୨୨୪
ମୋଟ ଆରୋଗ୍ୟ : ୫୦୨୪୫୫
ସକ୍ରିୟ ମାମଲା: ୧୦୭୪୦୩
Covid-19 Report For 15th May
New Positive Cases: 11732
In quarantine: 6569
Local contacts: 5163(Details of local contacts will be shared by concerned Dist Administration)
District Wise Cases:
1. Angul: 700
2. Balasore: 472
3. Bargarh: 363
4. Bhadrak: 414
5. Balangir: 401— I & PR Department, Odisha (@IPR_Odisha) May 16, 2021
6. Boudh: 277
7. Cuttack: 870
8. Deogarh: 129
9. Dhenkanal: 153
10. Gajapati: 77
11. Ganjam: 259
12. Jagatsinghpur: 330
13. Jajpur: 383
14. Jharsuguda: 391
15. Kalahandi: 274
16. Kandhamal: 84
17. Kendrapada: 139
18. Keonjhar: 220
19. Khurda: 1710
20. Koraput: 289— I & PR Department, Odisha (@IPR_Odisha) May 16, 2021
21. Malkangiri: 145
22. Mayurbhanj: 418
23. Nawarangpur: 417
24. Nayagarh: 261
25. Nuapada: 220
26. Puri: 390
27. Rayagada: 245
28. Sambalpur: 538
29. Sonepur: 255
30. Sundargarh: 641
31. State Pool: 267— I & PR Department, Odisha (@IPR_Odisha) May 16, 2021
New recoveries: 10781
Cumulative tested: 10882756
Positive: 612224
Recovered: 502455
Active cases: 107403— I & PR Department, Odisha (@IPR_Odisha) May 16, 2021