Home ଓଡ଼ିଶା ପୁଣି ଏକ ଜଳହସ୍ତୀର ମୃତ୍ୟୁ

ପୁଣି ଏକ ଜଳହସ୍ତୀର ମୃତ୍ୟୁ

113

ଭୁବନେଶ୍ଵର,୦୪/୧୦,(ଓଡ଼ିଆ ପୁଅ ପି ନାଏକ): ବେକାବୁ ହରପିସ ଭାଇରସ । ଏଥିରେ ଜଣଙ୍କ ପରେ ଜଣେ ହାତୀର ଜୀବନ ଯିବାରେ ଲାଗିଛି । ମାତ୍ର ଏହା ଥମିବାର ନାଁ ନେଉନାହିଁ । ଏହାରି ଭିତରେ ଆଜି ଏକ ମାଈ ଜଳ ହାତୀର ମୃତ୍ୟୁ ହୋଇଛି । ଅସୁସ୍ଥତା କାରଣରୁ ଜଳହସ୍ତୀର ମୃତ୍ୟୁ ହୋଇଥିବା ଚିଡିଆଖାନା ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ମାଈ ଜଳହସ୍ତୀର ମୃତ୍ୟୁ ପରେ ଏବେ ନନନ୍ଦନନ୍ଦରେ  ଜଳହସ୍ତୀ ସଂଖ୍ୟା ୧୧କୁ ଖସିଆସିଛି । ଧିରେ ଧିରେ ଏହା କାୟା ବିସ୍ତାର କରୁଥିବା ବେଳେ ଏ ପର୍ଯ୍ୟନ୍ତ ଏହାର ସମାଧାନ ବାହାରି ପାରିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.