Home ଓଡ଼ିଶା ପୁଣି ଉଡିଲେ ଅଭିନନ୍ଦନ

ପୁଣି ଉଡିଲେ ଅଭିନନ୍ଦନ

677

ଗାଜିଆବାଦ୍‌,୦୮/୧୦,(ଓଡ଼ିଆ ପୁଅ ପି ନାଏକ): ବାଲାକୋଟ ଷ୍ଟ୍ରାଇକ୍‌ର ଯୋଦ୍ଧା  ଅଭିନନ୍ଦନ ବର୍ତ୍ତମାନ ପୁଣିଥରେ ଚର୍ଚ୍ଚାରେ । ବାୟୁସେନାର ୮୭ ତମ ପ୍ରତିଷ୍ଠା ଦିବସରେ ଆକାଶର ବକ୍ଷ ଚିରି ଲଢ଼ୁଆ ବିମାନ ଉଡ଼ାଇ ଶତ୍ରୁପକ୍ଷର ଭୟକୁ ବଢ଼ାଇଦେଇଛନ୍ତି । ହିନ୍ଦୋନ ଏୟାର ବେସ୍‌ରେ ମିଗ୍‌ ବାଇସନ୍‌ ଳଢ଼ୁଆ ବିମାନ ଉଡ଼ାଇ ବିଭିନ୍ନ କୌଶଳ ଦେଖାଇଛନ୍ତି ଅଭିନନ୍ଦନ ।

ଅଭିନନ୍ଦନ ବର୍ତ୍ତମାନଙ୍କ ସମେତ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ଭାଗ ନେଇଥିବା ଅନ୍ୟ ଏୟାର ଫୋର୍ସ ଯୋଦ୍ଧାମାନେ ଆକାଶରେ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.