Home ଜିଲ୍ଲା ପରିକ୍ରମା ପି.ଏ.ୱାଇ. ଗୃହରେ ବିଜୁ ପକ୍କାଘର ଷ୍ଟିକରିଂ ପ୍ରତିବାଦରେ ସ୍ମାରକପତ୍ର

ପି.ଏ.ୱାଇ. ଗୃହରେ ବିଜୁ ପକ୍କାଘର ଷ୍ଟିକରିଂ ପ୍ରତିବାଦରେ ସ୍ମାରକପତ୍ର

44

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହରେ ବିଜୁପକ୍କାଘର ଷ୍ଟିକର ଲଗାଇ ରାଜ୍ୟ ସରକାର ଲୋକଙ୍କୁ ଭଆଁ ବୁଲାଇବଚୁ ବିରୋଧ ପ୍ରତିବାଦ ଓ ପ୍ରତିରୋଧ କରାଯାଇ ବିଡିଓ ବିଜୟ କୁମାର ସାହୁଙ୍କୁ ସ୍କାରକପତ୍ର ପ୍ରଦାନ କରାଯାଇଛି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ଗିରିଶ ସାମଲ, ପ୍ରଫୁଲ୍ଲ ସାହୁ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ରାଜେଶ ସାମଲ, ଜୟଦେବ ସେନାପତି, ସ୍ୱରାଜ ମହାପାତ୍ର, ଅଜୟ ରାଉତ, ନିରାକାର ସାହୁ, ଅମୂଲ୍ୟ କୁମାର ପାତ୍ର, ଦେବାଶିଷ ମହାନ୍ତି, ଶିବାନନ୍ଦ ସାହୁ, ପ୍ରଦ୍ୟୁମ୍ନ ସେନାପତି, କୃପାସିନ୍ଧୁ ବାରିକ, ଅନ୍ତର୍ଯ୍ୟାମୀ ସାହୁ, ବବୁଲୁ ସେଠୀ, ସୁଶାନ୍ତ ମହାପାତ୍ର, କରୁଣାକର ସାହୁ, ମାନସ ଜେନା, ଅଶୋକ ବେହେରା, ପର୍ଶୁରାମ ପରିଡା ପ୍ରମୁଖ ସରକାରଙ୍କ ପକ୍ଷରୁ ଯେଉଁ ଲୋଗୋ ଷ୍ଟିକରିଂ ଉଦେଶ୍ୟରେ ପ୍ରସ୍ତୁତ କରାଯାଇଛି ତାହାକୁ ପୋଡିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.